ଝାରସୁଗୁଡ଼ା: ଭାରୀଯାନ ଧକ୍କାରେ ବାଇକ ଆରୋହୀ ମୃତ l ମୃତ ଯୁବକ ଜଣକ ଲଖନପୁର ବ୍ଲକ ଡୁଙ୍ଗିରିପଡାର ତସିଲ ବାରିକ (୨୨) l ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକରେ ଘଟିଛି ଦୁର୍ଘଟଣା l ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି l
ଭାରୀଯାନ ଧକ୍କାରେ ବାଇକ ଆରୋହୀ ମୃତ
ଭାରୀଯାନ ଧକ୍କାରେ ବାଇକ ଆରୋହୀ ମୃତ l ମୃତ ଯୁବକ ଜଣକ ଲଖନପୁର ବ୍ଲକ ଡୁଙ୍ଗିରିପଡାର ତସିଲ ବାରିକ (୨୨) l ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କଦମଡ଼ିହି ଛକରେ ଘଟିଛି ଦୁର୍ଘଟଣା l
/sambad/media/media_files/2025/02/15/IUTfcFCWbFH22F4Zsa3B.jpg)