ଯାଜପୁର: ୧୧ ମାସ ପରେ ଖୋଲିଲା ବିରଜା - ଆଗ୍ନେଶ୍ୱର ହାଟ। ବେଆଇନ ଭାବେ ବିରଜା ପ୍ରକଳ୍ପ ନିର୍ମାଣ ଆଳରେ ଏହାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ବ୍ୟବସାୟ ନହେବାରୁ ଚାଷୀ ଆଉ ବ୍ୟବସାୟୀ ତୀବ୍ର ଅସନ୍ତୁଷ୍ଟ ଥିଲେ। ଆଜି ସକାଳୁ ବିରଜା-ଆଗ୍ନେଶ୍ୱର ହାଟରେ ଦୁଇ ପ୍ଲାଟୁନ ପୁଲିସ ସୁରକ୍ଷା ସହ ଆରମ୍ଭ ହୋଇଛି ବ୍ୟବସାୟ।
ଏହି ହାଟ ଏବଂ ବିରଜା ପରିକ୍ରମା ପ୍ରକଳ୍ପକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ଅନେକ ଗିରଫ ହୋଇଥିଲେ। ପରେ ଜ଼ିଲ୍ଲା ପ୍ରଶାସନ ଉଭୟ ବ୍ୟବସାୟୀ, ସେବାୟତ, ବୁଦ୍ଧିଜୀବୀମାନଙ୍କୁ ନେଇ ୨ ଟି ସମନ୍ୱୟ ବୈଠକ ପରେ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିଲl।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/15/cTEPYaQ7kB6xwHt9NQhC.jpg)