ଭୁବନେଶ୍ବର: କାମ ପାଇଁ ୨୪ ବର୍ଷ ନୁହେଁ,୨୪ ମିନିଟ୍ ଟଥେଷ୍ଟ । ଆଉ ଏଥିଲାଗି ଇଚ୍ଛା ଶକ୍ତି ଜରୁରୀ। ଆଜି ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଆହୁରି କହିଛନ୍ତି, ନିଯୁକ୍ତ ଦେବା ସରକାରଙ୍କ ଲକ୍ଷ୍ୟ। ଗତ ବର୍ଷକ ଭିତରେ ୯ଟି ନିଯୁକ୍ତି ମେଳା କରାଯାଇଛି। ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ନିବେଶ ହେବ। ଦେଢ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶା ହେବ ଶିଳ୍ପର ହବ୍।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନିଯୁକ୍ତ ଦେବା ସରକାରଙ୍କ ଲକ୍ଷ୍ୟ। ଗତ ବର୍ଷକ ଭିତରେ ୯ଟି ନିଯୁକ୍ତି ମେଳା କରାଯାଇଛି। ବର୍ଷକ ଭିତରେ ରାଜ୍ୟରେ ବିଜେପି ସରକାର ୨୮ ହଜାର ନିଯୁକ୍ତି ଦେଇଛନ୍ତି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୧ ଲକ୍ଷ ୩୮ ହଜାର କୋଟି ଟଙ୍କାର ନିବେଶ ହେବ। ଦେଢ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଓଡ଼ିଶା ହେବ ଶିଳ୍ପର ହବ୍। ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ। ପିଅନଠାରୁ ଆରମ୍ଭ କରି ଆଇଏସ୍ ଯାଏ ଯିଏ ବି ଦୁର୍ନୀତି କରିବ, ସିଏ ଜେଲ୍ ଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ। ପିଅନଠାରୁ ଆରମ୍ଭ କରି ଆଇଏସ୍ ଯାଏ ଯିଏ ବି ଦୁର୍ନୀତି କରିବ, ସିଏ ଜେଲ୍ ଯିବ।
cmo odisha bjp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/10/KqbmrKuL8KipVJXRDO4T.jpg)