ଭଦ୍ରକ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଆଜି ଭଦ୍ରକର ମା ଭଦ୍ରକାଳୀ ପୀଠରେ ସମ୍ବର୍ଦ୍ଧନା ଦିଆଯାଇଛି। ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମନମୋହନ ଆଜି ଚାନ୍ଦବାଲି ଅଭିମୁଖେ ଯାଇଛନ୍ତି। ଚାନ୍ଦବାଲିରେ ତାଙ୍କୁ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯିବ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଆଜି ଭଦ୍ରକର ମା ଭଦ୍ରକାଳୀ ପୀଠରେ ସମ୍ବର୍ଦ୍ଧନା ଦିଆଯାଇଛି। ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମନମୋହନ ଆଜି ଚାନ୍ଦବାଲି ଅଭିମୁଖେ ଯାଇଛନ୍ତି। ଚାନ୍ଦବାଲିରେ ତାଙ୍କୁ ଆଜି ବିପୁଳ ସମ୍ବର୍ଦ୍ଧନା ଦିଆଯିବ। ପରେ ଶ୍ରୀ ସାମଲ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।
ପରେ ଶ୍ରୀ ସାମଲ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/untitled-2025-09-16-12-58-07.png)