ଉମରକୋଟ: ନବରଙ୍ଗପୁରଜିଲ୍ଲା ବ୍ଲକ ରାଜପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ ମୃତ ଭାଇଙ୍କ ବୟସ ମାତ୍ର ୯ ମାସ ହୋଇଥିବା ବେଳେ ଭଉଣୀଙ୍କ ବୟସ ୯ ବର୍ଷ ୮ ମାସ।
ନବରଙ୍ଗପୁର ଜିଲ୍ଲା ବ୍ଲକ ରାଜପୁର ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ ମୃତ ଭାଇଙ୍କ ବୟସ ମାତ୍ର ୯ ମାସ ହୋଇଥିବା ବେଳେ ଭଉଣୀଙ୍କ ବୟସ ୯ ବର୍ଷ ୮ ମାସ। ଗତକାଲି ହିଁ ମାଆ ପରିବାର କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ହୋଇଥିଲେ।
ଗତକାଲି ହିଁ ମାଆ ପରିବାର କଲ୍ୟାଣ ଯୋଜନାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/09/new-project-9-2025-09-09-14-56-35.jpg)