ରାଉରକେଲା: ଦିଲ୍ଲୀ ପବ୍ଲିକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତl ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀ l ସେକ୍ଟର ୩ ଥାନା ପୁଲିସ ବସ ଓ କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛିl
ମିଳିଥିବା ସୂଚନା ଅନୁଯାୟୀ ସେକ୍ଟର ୧୪ ଦିଲ୍ଲୀ ପବ୍ଲିକ ସ୍କୁଲ ବସ କୋଏଲନଗର ଅଞ୍ଚଳରୁ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲକୁ ଆସୁଥିଲା l ରାଉରକେଲା ହାଉସ ରିଂରୋଡରେ ପଛରୁ ଦ୍ରୁତ ଗତିରେ ଆସୁଥିବା କାର ପଛରୁ ବସ୍ ଧକ୍କା ଦେଇଥିଲା l ବସଟି ଭରସାମ୍ୟ ହରାଇ ଡିଭାଇଡର ଉପରୁ ଚଢ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଦୁର୍ଘଟଣାରେ କେହି ଛାତ୍ରଛାତ୍ରୀ ହତାହତ ହୋଇ ନ ଥିବା ଜଣା ପଡ଼ିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/20/5rOB42TOaa7ETQTmUrmO.jpg)