ଭୁବନେଶ୍ବର: ଏକବେଆଇନଖଣିକାରବାରମାମଲାରରଫାଦଫାକରିବାକୁ୨୦ଲକ୍ଷଟଙ୍କାଲାଞ୍ଚନେବାଅଭିଯୋଗରେ ପ୍ରବର୍ତ୍ତନନିର୍ଦ୍ଦେଶାଳୟ(ଇଡି)ଡେପୁଟିଡାଇରେକ୍ଟର ଚିନ୍ତନରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ। ତାଙ୍କୁ ଗିରଫ କରିବା ପରେ ଚିନ୍ତନରଘୁବଂଶୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। 

Advertisment

ମିଳିଥିବାସୂଚନାଅନୁସାରେ, ଜାନୁଆରିତାରିଖରେ ଢେଙ୍କାନାଳ ଖଣିମାଲିକରତିକାନ୍ତରାଉତଙ୍କକାରବାରଉପରେଇଡିଚଢ଼ଉକରିଥିଲା। କଟକ, ଢେଙ୍କାନାଳ, ଖୋର୍ଦ୍ଧାଅନୁଗୁଳଯାଜପୁର ଆଦି୧୫ସ୍ଥାନରେଇଡିଏକକାଳୀନଚଢ଼ଉକରିଥିଲା।ଖଣିବ୍ୟବସାୟୀଶ୍ରୀରାଉତଙ୍କକୋଲ୍ମାଇନିଂ, ମେଟାଲ୍ଓର୍ମାଇନିଂ, ଅଏଲ୍ଗ୍ୟାସ୍ଉତ୍ତୋଳନ, କନ୍ଷ୍ଟ୍ରକ୍ସନ୍‌, ମିନେରାଲ୍ଆଣ୍ଡମାଇନିଂକ୍ବାରିଭଳିଅନେକବ୍ୟବସାୟରହିଛି।ଖଣିମାଲିକଶ୍ରୀରାଉତଙ୍କନାଁରେଆସିଥିଲାବେଆଇନଖଣିକାରବାରଅଭିଯୋଗ।  ଏହିମାମଲାରତଦନ୍ତଭାରନେଇଥିଲାଇଡି।ଶ୍ରୀରଘୁବଂଶୀଖଣିମାଲିକଶ୍ରୀରାଉତଙ୍କୁବାରମ୍ବାରକାର୍ଯ୍ୟାଳୟକୁଡକାଇଜେରାକରୁଥିଲେ।

ଗତକାଲିଗୁରୁତ୍ବପୂର୍ଣ୍ଣଘଟଣାକ୍ରମରେମଧ୍ୟସ୍ଥଭକ୍ତିବେହେରାଶ୍ରୀରାଉତଙ୍କଠାରୁ୨୦ଲକ୍ଷଟଙ୍କାନେବାବେଳେସିବିଆଇମାଡ଼ିବସିଥିଲା।ମାମଲାରଫାଦଫାକରିବା ପାଇଁଶ୍ରୀବେହେରାଏହିଅର୍ଥଦାବିକରିଥିଲେ।ପ୍ରଥମେସେକୋଟିଟଙ୍କାଦାବିକରିଥିଲେ।ପ୍ରଥମପର୍ଯ୍ୟାୟରେ୫୦ଲକ୍ଷରୁଆଜି୨୦ଲକ୍ଷଟଙ୍କାଆଣିବାବେଳେମଧ୍ୟସ୍ଥିବେହେରାଧରାପଡ଼ିଥିଲେ।ସେଖଣିମାଲିକଶ୍ରୀରାଉତଙ୍କୁରାଜଧାନୀଉପକଣ୍ଠସ୍ଥିତଏକନିର୍ଦ୍ଦିଷ୍ଟଜାଗାକୁଡାକିଥିଲେ।କିନ୍ତୁଏହାପୂର୍ବରୁଖଣିମାଲିକଶ୍ରୀରାଉତସିବିଆଇରେଅଭିଯୋଗକରିସାରିଥିଲେଏବଂସିବିଆଇଜାଲବିଛାଇଥିଲା।  ଇଡିଅଧିକାରୀଶ୍ରୀରଘୁବଂଶୀକିନ୍ତୁଏସବୁରଟେର୍ପାଇନଥିଲେ।ସେଗତକାଲିବାରମ୍ବାରଫୋନ୍କରିଦଲାଲଭକ୍ତିବେହେରାକୁଟଙ୍କାଆଣିବାପାଇଁକହିଥିଲେ।ସନ୍ଧ୍ୟା୫ଟାବେଳେଖଣିମାଲିକ ଶ୍ରୀରାଉତଙ୍କହାତରୁଦଲାଲଭକ୍ତିବେହେରା୨୦ଲକ୍ଷଟଙ୍କାଗ୍ରହଣକରୁଥିବାବେଳେସିବିଆଇଟିମ୍ମାଡ଼ିବସିଥିଲା।ପରେସିବିଆଇଟିମ୍ଶ୍ରୀବେହେରାଙ୍କୁଜେରାକରି  ଶ୍ରୀରଘୁବଂଶୀଙ୍କପାଖରେପହଞ୍ଚିଥିଲା।ସିବିଆଇରଜଣେଅଧିକାରୀକହିଛନ୍ତି, ଏହିମାମଲାରଅଧିକତଦନ୍ତଜାରିରହିଛି।ସୂଚନାଯୋଗ୍ୟଯେଶ୍ରୀରଘୁବଂଶୀ୨୦୧୩ମସିହାବ୍ୟାଚ୍ଭାରତୀୟରାଜସ୍ବସେବା (ଆଇଆର୍ଏସ୍‌) ଅଫିସର୍ 

ହେଲେଗତକାଲିଗୁରୁତ୍ବପୂର୍ଣ୍ଣଘଟଣାକ୍ରମରେମଧ୍ୟସ୍ଥଭକ୍ତିବେହେରାଶ୍ରୀରାଉତଙ୍କଠାରୁ୨୦ଲକ୍ଷଟଙ୍କାନେବାବେଳେସିବିଆଇମାଡ଼ିବସିଥିଲା।ମାମଲାରଫାଦଫାକରିବାପାଇଁଶ୍ରୀବେହେରାଏହିଅର୍ଥଦାବିକରିଥିଲେ।ପ୍ରଥମେସେକୋଟିଟଙ୍କାଦାବିକରିଥିଲେ।ପ୍ରଥମପର୍ଯ୍ୟାୟରେ୫୦ଲକ୍ଷରୁଆଜି୨୦ଲକ୍ଷଟଙ୍କାଆଣିବାବେଳେମଧ୍ୟସ୍ଥିବେହେରାଧରାପଡ଼ିଥିଲେ।ସେଖଣିମାଲିକଶ୍ରୀରାଉତଙ୍କୁରାଜଧାନୀଉପକଣ୍ଠସ୍ଥିତଏକନିର୍ଦ୍ଦିଷ୍ଟଜାଗାକୁଡାକିଥିଲେ।କିନ୍ତୁଏହାପୂର୍ବରୁଖଣିମାଲିକଶ୍ରୀରାଉତସିବିଆଇରେଅଭିଯୋଗକରିସାରିଥିଲେଏବଂସିବିଆଇଜାଲବିଛାଇଥିଲା।  ଇଡିଅଧିକାରୀଶ୍ରୀରଘୁବଂଶୀକିନ୍ତୁଏସବୁରଟେର୍ପାଇନଥିଲେ।ସେଗତକାଲିବାରମ୍ବାରଫୋନ୍କରିଦଲାଲଭକ୍ତିବେହେରାକୁଟଙ୍କାଆଣିବାପାଇଁକହିଥିଲେ।ସନ୍ଧ୍ୟା୫ଟାବେଳେଖଣିମାଲିକଶ୍ରୀରାଉତଙ୍କହାତରୁଦଲାଲଭକ୍ତିବେହେରା୨୦ଲକ୍ଷଟଙ୍କାଗ୍ରହଣକରୁଥିବାବେଳେସିବିଆଇଟିମ୍ମାଡ଼ିବସିଥିଲା।ପରେସିବିଆଇଟିମ୍ଶ୍ରୀବେହେରାଙ୍କୁଜେରାକରି  ଶ୍ରୀରଘୁବଂଶୀଙ୍କପାଖରେପହଞ୍ଚିଥିଲା।ସିବିଆଇରଜଣେଅଧିକାରୀକହିଛନ୍ତି, ଏହିମାମଲାରଅଧିକତଦନ୍ତଜାରିରହିଛି।

ସୂଚନାଯୋଗ୍ୟଯେଶ୍ରୀରଘୁବଂଶୀ୨୦୧୩ମସିହାବ୍ୟାଚ୍ଭାରତୀୟରାଜସ୍ବସେବା (ଆଇଆର୍ଏସ୍‌) ଅଫିସର୍

 

arrested