ଭୁବନେଶ୍ବର: ନୂଆ ବିଏମସି କମିସନର ଚଞ୍ଚଳ ରାଣା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ୧୭ ତମ ବିଏମସି କମିସନର ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଳ ରଣା।  ବିଏମସିର ଭାରପ୍ରାପ୍ତ କମିସନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ  ଆରମ୍ଭ କରିଛନ୍ତି ସେ।

Advertisment

ନୂଆ ବିଏମସି କମିସନର ଚଞ୍ଚଳ ରାଣା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ୧୭ ତମ ବିଏମସି କମିସନର ଭାବେ ଦାୟିତ୍ୱ ନେଇଛନ୍ତି ଚଞ୍ଚଳ ରଣା।  ବିଏମସିର ଭାରପ୍ରାପ୍ତ କମିସନର ରତ୍ନାକର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ କାର୍ଯ୍ୟ  ଆରମ୍ଭ କରିଛନ୍ତି ସେ।

କାର୍ଯ୍ୟରେ ଯୋଗ ଦେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଭିଡିଓ କନଫରେନସିଂରେ କଥା ହେବା ସହ ବିଏମସିର ସମସ୍ତ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ ବୈଠକ କରିଛନ୍ତି।ସୂଚନାଯୋଗ୍ୟ, ଚଞ୍ଚଳ ରାଣା ପୂର୍ବରୁ ପୁରୀ ଜିଲ୍ଲାପାଳ  ଭାବେ ଦାୟିତ୍ୱରେ ଥିଲେ ।