ଭୁବନେଶ୍ବର/ମାଲକାନଗିରି: ମାଲକାନଗିରିରେ ବସ୍ଧକ୍କାରେବାଇକ୍ଆରୋହୀଙ୍କମୃତ୍ୟୁ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀମୋହନଚରଣମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି। ଏହାଛଡ଼ା ସେ ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ନେଇ ଘୋ‌ଷଣା କରିଛନ୍ତି।

Advertisment

ମାଲକାନଗିରି ନିକଟସ୍ଥଏମ୍ଭି-ଗାଁନିକଟରେଗତକାଲିସଂଧ୍ୟାରେମର୍ମନ୍ତୁଦସଡ଼କଦୁର୍ଘଟଣାଘଟିଥିଲା।ବସ୍ଧକ୍କାରେଘଟଣାସ୍ଥଳରେବାଇକ୍ଆରୋହୀଙ୍କମୃତ୍ୟୁହୋଇଛି।ମୃତକମାନେହେଲେଏମ୍ଭି-୮୬ରପ୍ରତାପବିଶ୍ବାସ, ଗୁଡ଼ୁବିଶ୍ବାସକରଣସେନ।

ସୂଚନାଯୋଗ୍ୟ, ମାଲକାନଗିରି ନିକଟସ୍ଥଏମ୍ଭି-ଗାଁନିକଟରେଗତକାଲିସଂଧ୍ୟାରେମର୍ମନ୍ତୁଦସଡ଼କଦୁର୍ଘଟଣାଘଟିଥିଲା।ବସ୍ଧକ୍କାରେଘଟଣାସ୍ଥଳରେବାଇକ୍ଆରୋହୀଙ୍କମୃତ୍ୟୁହୋଇଛି।ମୃତକମାନେହେଲେଏମ୍ଭି-୮୬ରପ୍ରତାପବିଶ୍ବାସ, ଗୁଡ଼ୁବିଶ୍ବାସକରଣସେନ।ଖବରପାଇମାଲକାନଗିରିପୁଲିସଘଟଣାସ୍ଥଳରେପହଞ୍ଚିଥିଲା।ମାଲକାନଗିରିରୁପଡ଼ିଆଚଳାଚଳକରୁଥିବାଓଏସ୍ଆରଟିସିବସ୍‌ (ଓଡି-୩୦-୪୯୦୯) ସଂଧ୍ୟାପ୍ରାୟ୬ଟାରେତମସାନଦୀଅତିକ୍ରମକରୁଥିଲା।ଗୋଟିଏବୁଲାଣିରେବିପରୀତଦିଗରୁଆସୁଥିବାଗୋଟିଏବାଇକ୍କୁଏହାଜୋର୍ରେଧକ୍କାଦେବାସହକିଛିଦୂରପର୍ଯ୍ୟନ୍ତଘୋଷାରିନେଇଥିଲା।ଯାହାଫଳରେବାଇକ୍ଆରୋହୀଘଟଣାସ୍ଥଳରେମୃତ୍ୟୁବରଣକରିଥିଲେ।

ଦୁର୍ଘଟଣାପରେଲୋକଙ୍କଭିଡ଼ହେବାରୁବସ୍ଚାଳକସେଠାରୁଫେରାରହୋଇଯାଇଥିଲା।ପୁଲିସକୁଖବରଦିଆଯିବାରୁଘଟଣାସ୍ଥଳରେପହଞ୍ଚିତଦନ୍ତଆରମ୍ଭକରିଥିଲା।ଫେରାରଡ୍ରାଇଭରଙ୍କସନ୍ଧାନଚାଲିଥିବାପୁଲିସକହିଛି।

ସୂଚନାଯୋଗ୍ୟ, ଏମ୍ଭି-ଏବଂମାଲକାନଗିରିମଧ୍ୟରେଉକ୍ତବୁଲାଣିରେବାରମ୍ବାରଦୁର୍ଘଟଣାଘଟୁଛି।ଉକ୍ତସ୍ଥାନରେସୁରକ୍ଷାବ୍ୟବସ୍ଥାକରିବାସହଗାଡ଼ିରବେଗକମାଇବାନିମନ୍ତେଆବଶ୍ୟକପଦକ୍ଷେପଗ୍ରହଣକରିବାକୁସାଧାରଣରେଦାବିହୋଇଛି।