ଭୁବନେଶ୍ବର:୬ ସପ୍ତାହ ପରେ ଆଜି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଆଖି ଆଗରେ ରଖି କେବଳ ଅନଲାଇନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଶୁଣେଇବା ପାଇଁ ପଞ୍ଜୀକରଣ କରିଥିବା ୧୦୦୦ ଜଣଙ୍କୁ ହିଁ ଭିତରକୁ ଛଡ଼ାଯାଇଥିବା ଜଣାଯାଇଛି। ଆଜି ସେମାନଙ୍କର ହିଁ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ବ୍ୟତୀତ ଯେଉଁମାନେ ଆସୁଛନ୍ତି ସେମାନେ ଅଣ ପଞ୍ଜିକୃତଙ୍କ ପାଇଁ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜୀକୃତ କରାଇ ସ୍ବୀକୃତି ନେଇଛନ୍ତି।
୬ ସପ୍ତାହ ପରେ ଆଜି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
୬ ସପ୍ତାହ ପରେ ଆଜି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଆଖି ଆଗରେ ରଖି କେବଳ ଅନଲାଇନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ ଶୁଣେଇବା ପାଇଁ ପଞ୍ଜୀକରଣ କରିଥିବା ୧୦୦୦ ଜଣଙ୍କୁ ହିଁ ଭିତରକୁ ଛଡ଼ାଯାଇଥିବା ଜଣାଯାଇଛି।
/sambad/media/media_files/UPFANZAcJGkmgO1PUXTB.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)