ବ୍ରହ୍ମପୁର: ଆଜି ମହିଳା ଦିବସ ଅବସରରେ (ମାର୍ଚ୍ଚ୮)ସୁଭଦ୍ରାଯୋଜନାରଦ୍ଵିତୀୟକିସ୍ତିଟଙ୍କାମିଳିଛି | ବ୍ରହ୍ମପୁରର ଆମ୍ବପୁଆରେ ଆୟୋଜିତସ୍ୱତନ୍ତ୍ରକାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହିକିସ୍ତିଟଙ୍କାପ୍ରଦାନ କରିବେ| ଗୋଟିଏ ଦିନରେ ୫ ହଜାର କୋଟିରୁ ଅଧିକ ଟଙ୍କା ଓଡ଼ିଶାର ମହିଳାମାନଙ୍କୁ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓପ୍ରଭାତୀପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବିଭୂତିଭୂଷଣ ଜେନା, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗ ଦେଇଛନ୍ତି। ଆଜି ୧କୋଟି୬୩ ହଜାର ହିତାଧିକାରୀଙ୍କୁସୁଭଦ୍ରାଟଙ୍କାମିଳିବ| କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଉଲ୍ଲେଖଥାଉକି୪ଟିପର୍ଯ୍ୟାୟରେ୯୮ଲକ୍ଷମହିଳାଙ୍କୁସୁଭଦ୍ରାଟଙ୍କାମିଳିଥିବାବେଳେ୨ଲକ୍ଷହିତାଧିକାରୀଙ୍କଆକାଉଣ୍ଟକୁବ୍ୟାଙ୍କରେସମସ୍ୟାଯୋଗୁଁଟଙ୍କାଯାଇପାରିନଥିଲା | ବିଶେଷକରିଏନପିସିଆଇସମସ୍ୟାଯୋଗୁଁ୨ଲକ୍ଷହିତାଧିକାରୀଙ୍କଆକାଉଣ୍ଟକୁଟଙ୍କାଯାଇପାରିନଥିବାବେଳେମାର୍ଚ୍ଚ୮ରେଏମାନଙ୍କୁଏକାସାଙ୍ଗରେଦୁଇଟିକିସ୍ତିରଟଙ୍କାମିଳିବ| ସେହିଭଳିଯେଉଁମାନେପ୍ରଥମକିସ୍ତିପାଇଥିଲେ, ସେମାନଙ୍କୁଦ୍ଵିତୀୟକିସ୍ତିଟଙ୍କାପାଇବେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/sJM3E00TSt0ulW51hRgA.jpg)