ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବିଜୁ ପଟ୍ଟନାୟକ କରିଥିଲେ ଟେକ୍ସଟାଇଲ ଶିଳ୍ପ, ସ୍ପିନିଂ ମିଲ, ମିଗ ଆଇରନ, ଚିନି ଶିଳ୍ପ ଆରମ୍ଭ କରିଥିଲେ, କିନ୍ତୁ ସେସବୁ ନବୀନ ବାବୁ ବନ୍ଦ କରିଦେଲେ। ପୁନର୍ବାର ଆମ ସରକାର ଶିଳ୍ପାୟନକୁ ଗୁରୁତ୍ବ ଦେଇଛି । ଅନେକ ଜିନିଷ ନବୀନ ପଟ୍ଟନାୟକ ଭୁଲିଯାଇଛନ୍ତି । ଯେଉଁଥିପାଇଁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/09/06/new-project-23-2025-09-06-13-59-23.jpg)