ଭୁବନେଶ୍ବର/କଟକ: ଆଜିଠାରୁଆରମ୍ଭହୋଇଛିମାଧ୍ୟମିକଶିକ୍ଷାପରିଷଦ (ବୋର୍ଡ) ଦ୍ବାରାପରିଚାଳିତଦଶମଶ୍ରେଣୀ (ମାଟ୍ରିକ୍) ପରୀକ୍ଷା। ଏନେଇମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀଛାତ୍ରଛାତ୍ରୀମାନଙ୍କୁଶୁଭେଚ୍ଛାଜଣାଇଛନ୍ତି।ସମସ୍ତଛାତ୍ରଛାତ୍ରୀମାନଙ୍କରଉଜ୍ଜ୍ବଳଭବିଷ୍ୟତକାମନାକରିବାସହଚାପମୁକ୍ତହୋଇପରୀକ୍ଷାଦେବାକୁସେପରାମର୍ଶଦେଇଛନ୍ତି। ଏହାଛଡ଼ା ସେମାନେ କିପରି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ, ସେଥିପ୍ରତି ଯତ୍ନବାନ ହେବାକୁ ବି ପରାମର୍ଶ ଦେଇଛନ୍ତି। ଏଣେ ଶାନ୍ତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।
ସକାଳ୯ଟାରୁପରୀକ୍ଷାଆରମ୍ଭହୋଇଛି। ଏଥିଲାଗି ସକାଳ ସାଢ଼େ ୭ଟା ବେଳୁ ପରୀକ୍ଷାକେନ୍ଦ୍ର ସମ୍ମୁଖରେ ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ମାଟ୍ରିକ୍ପରୀକ୍ଷାସକାଳ୯ଟାରୁଆରମ୍ଭହୋଇ୧୧ଟା୩୦ମିନିଟରେସରିବ।କେବଳଗଣିତପାଇଁଅତିରିକ୍ତ୧୫ମିନିଟ୍ମିଳିବଓଗଣିତପରୀକ୍ଷା୧୧ଟା୪୫ମିନିଟରେସରିବ।
ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ। ପ୍ରତିଦିନ ସିଙ୍ଗିଲ ସିଟିଂରେ ବା ଗୋଟିଏ ଦିନରେ ଗୋଟିଏ ପରୀକ୍ଷା ହେବ। ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଗେଟ୍ ଖୋଲାଯିବ, ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। ନୋଡାଲ୍ ସେଣ୍ଟରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ସ୍ଥାନାନ୍ତର କରାଯାଇ ସକାଳ ୮ଟା ମଧ୍ୟରେ କେନ୍ଦ୍ରରେ ପହଞ୍ଚିବ। ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୫,୨୨,୩୩୬ ଜଣ ଫର୍ମପୂରଣ କରିଥିବା ବେଳେ ତିନିଟିଯାକ ପରୀକ୍ଷା ପାଇଁ ୩୧୩୩ ଟି ପରୀକ୍ଷାକେନ୍ଦ୍ର ଚୟନ ହୋଇଛି। ସେହିପରି ପ୍ରଶ୍ନପତ୍ର ରଖିବା ପାଇଁ ୨୧ଟି ଥାନା, ଗୋଟିଏ ବିଟ୍ ହାଉସକୁ ମିଶାଇ ମୋଟ ୩୧୪ଟି ନୋଡାଲ୍ ସେଣ୍ଟର ସ୍ଥିର ହୋଇଛି। ମାଟ୍ରିକ ପରୀକ୍ଷାରେ ୫,୧୦,୭୭୮ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ଏଥି ପାଇଁ ୨୯୭୯ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ମଧ୍ୟମାରେ ୭୭୬୬ ପରୀକ୍ଷାର୍ଥୀଙ୍କ ପାଇଁ ୧୦୨ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୩୭୫୨ ଜଣ ପରୀକ୍ଷାର୍ଥୀ ଓ ୫୨ଟି ପରୀକ୍ଷା କେନ୍ଦ୍ର ରହିଛି।
ମାଟ୍ରିକ୍, ମଧ୍ୟମାଓରାଜ୍ୟମୁକ୍ତବିଦ୍ୟାଳୟପରୀକ୍ଷାଫେବ୍ରୁଆରି୨୧ରୁଆରମ୍ଭହୋଇମାର୍ଚ୍ଚ୬ରେଶେଷହେବ।ପ୍ରତିଦିନସିଙ୍ଗିଲସିଟିଂରେବାଗୋଟିଏଦିନରେଗୋଟିଏପରୀକ୍ଷାହେବ।ସକାଳସାଢ଼େ୭ଟାରେପରୀକ୍ଷାକେନ୍ଦ୍ରଗେଟ୍ଖୋଲାଯିବ, ସକାଳ୯ଟାରୁପରୀକ୍ଷାଆରମ୍ଭହେବ।ତେବେସକାଳସାଢ଼େ୯ଟାପର୍ଯ୍ୟନ୍ତପିଲାଙ୍କୁପରୀକ୍ଷାକେନ୍ଦ୍ରକୁପ୍ରବେଶଅନୁମତିମିଳିବ।ନୋଡାଲ୍ ସେଣ୍ଟରରୁକଡ଼ାସୁରକ୍ଷାବଳୟମଧ୍ୟରେପ୍ରଶ୍ନପତ୍ରସ୍ଥାନାନ୍ତରକରାଯାଇସକାଳ୮ଟାମଧ୍ୟରେକେନ୍ଦ୍ରରେପହଞ୍ଚିବ।ଚଳିତବର୍ଷମାଟ୍ରିକ୍, ମଧ୍ୟମା, ମୁକ୍ତବିଦ୍ୟାଳୟପରୀକ୍ଷାପାଇଁମୋଟ୫,୨୨,୩୩୬ଜଣଫର୍ମପୂରଣକରିଥିବାବେଳେତିନିଟିଯାକପରୀକ୍ଷାପାଇଁ୩୧୩୩ଟିପରୀକ୍ଷାକେନ୍ଦ୍ରଚୟନହୋଇଛି।ସେହିପରିପ୍ରଶ୍ନପତ୍ରରଖିବାପାଇଁ୨୧ଟିଥାନା, ଗୋଟିଏବିଟ୍ହାଉସକୁମିଶାଇମୋଟ୩୧୪ଟିନୋଡାଲ୍ ସେଣ୍ଟରସ୍ଥିରହୋଇଛି।ମାଟ୍ରିକପରୀକ୍ଷାରେ୫,୧୦,୭୭୮ଜଣପରୀକ୍ଷାର୍ଥୀଫର୍ମପୂରଣକରିଥିବାବେଳେଏଥିପାଇଁ୨୯୭୯ଟିପରୀକ୍ଷାକେନ୍ଦ୍ରରହିଛି।ସେହିପରିମଧ୍ୟମାରେ୭୭୬୬ପରୀକ୍ଷାର୍ଥୀଙ୍କପାଇଁ୧୦୨ଟିପରୀକ୍ଷାକେନ୍ଦ୍ରଓରାଜ୍ୟମୁକ୍ତବିଦ୍ୟାଳୟସାର୍ଟିଫିକେଟ୍ପରୀକ୍ଷାପାଇଁ୩୭୫୨ଜଣପରୀକ୍ଷାର୍ଥୀଓ୫୨ଟିପରୀକ୍ଷାକେନ୍ଦ୍ରରହିଛି।
ଅନ୍ୟପଟେଚଳିତବର୍ଷପ୍ରଥମଥରପାଇଁବୋର୍ଡପକ୍ଷରୁପରୀକ୍ଷାରେପ୍ରଶ୍ନପତ୍ରଭାଇରାଲ୍ ରୋକିବାପାଇଁକ୍ୟୁଆର୍କୋଡ୍ବ୍ୟବସ୍ଥାକରାଯାଇଛି।ପ୍ରଶ୍ନପତ୍ରରସବୁପୃଷ୍ଠାରେ, ଏପରିକିପ୍ରତିପ୍ରଶ୍ନରେଏହିକ୍ୟୁଆର୍ କୋଡ୍ରହିଛି।ଯଦିକୌଣସିବ୍ୟକ୍ତିମୋବାଇଲ୍ ବାଅନ୍ୟକୌଣସିଉପକରଣସହାୟତାରେପ୍ରଶ୍ନପତ୍ରରଫଟୋଉତ୍ତୋଳନକରିଭାଇରାଲ୍ କରିବାକୁଉଦ୍ୟମକରନ୍ତି, ତେବେଏହାକେଉଁସେଣ୍ଟରରୁଆଉକେଉଁପରୀକ୍ଷାପ୍ରକୋଷ୍ଠରୁଭାଇରାଲ୍କରାଯାଇଛି, ତାହାସହଜରେଜାଣିହେବ।ପ୍ରଶ୍ନପତ୍ରଟିଏଭଳିପ୍ରସ୍ତୁତିହୋଇଛିଯେ, କ୍ୟୁଆର୍ କୋଡକୁଲିଭାଇବାକୁଚେଷ୍ଟାକଲେ, ପ୍ରଶ୍ନଲିଭିଯିବ।ଏହାବ୍ୟତୀତରାଜ୍ୟରସମସ୍ତପରୀକ୍ଷାକେନ୍ଦ୍ରସମେତନୋଡାଲ୍ ସେଣ୍ଟରରେସିସିକ୍ୟାମେରାଖଞ୍ଜାଯାଇଛି।୩୧୪ନୋଡାଲସେଣ୍ଟରସମେତ୬ଶହସମ୍ବେଦନଶୀଳପରୀକ୍ଷାକେନ୍ଦ୍ରରେଲାଇଭ୍ ଭିଡିଓବ୍ୟବସ୍ଥାକରାଯାଉଛି।ଏସବୁବୋର୍ଡରମୁଖ୍ୟକାର୍ଯ୍ୟାଳୟନିୟନ୍ତ୍ରଣରେରହିବ।ପରୀକ୍ଷାଚାଲିଥିବାସମୟରେକେନ୍ଦ୍ରରସମସ୍ତଗତିବିଧିକୁବୋର୍ଡକର୍ତ୍ତୃପକ୍ଷମୁଖ୍ୟକାର୍ଯ୍ୟାଳୟକଣ୍ଟ୍ରୋଲରୁମରେବସିଜାଣିପାରିବେ।
ସେହିଭଳିପରୀକ୍ଷାରେକପିରୋକିବାପାଇଁ୪ସ୍ତରୀୟସ୍କ୍ବାଡ୍ବ୍ୟବସ୍ଥାକରାଯାଇଛି।ଜିଲ୍ଲାଶିକ୍ଷାଧିକାରୀଙ୍କପକ୍ଷରୁ୭୦ଟିଫ୍ଲାଇଙ୍ଗ୍ ସ୍କ୍ବାଡ୍, ବୋର୍ଡପକ୍ଷରୁ୪୨ଟିସ୍ବତନ୍ତ୍ରସ୍କ୍ବାଡ୍ ଗଠନହୋଇଥିବାବେଳେବିଦ୍ୟାଳୟଓଗଣଶିକ୍ଷାବିଭାଗପକ୍ଷରୁସ୍କ୍ବାଡ୍ବ୍ୟବସ୍ଥାଓଜିଲ୍ଲାପାଳଙ୍କପକ୍ଷରୁସ୍ବତନ୍ତ୍ରସ୍କ୍ବାଡ୍ପରୀକ୍ଷାଉପରେନଜରରଖିବେ।ପରୀକ୍ଷାସରିବାପରେମାର୍ଚ୍ଚ୧୯ତାରିଖରୁଖାତାଦେଖାଆରମ୍ଭହେବଓଏହାସର୍ବାଧିକ୧୩ଦିନରେସରିବ।ରାଜ୍ୟରମୋଟ୫୧ଟିକେନ୍ଦ୍ରରେପରୀକ୍ଷାଖାତାମୂଲ୍ୟାୟନହେବ।