ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି।ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।’   

Advertisment

ଗତକାଲି ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ। ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, ଚମତ୍କାର ସୂର୍ଯ୍ୟ ମନ୍ଦିର, ତାମ୍ରଲିପି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର ଆଦି ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ସେଠାରେ ଏହି ଗୌରବ ଅନୁଭବ କରିହେବ। ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଓ ବଣିକମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ। ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ସ୍ଥାନ ‘ଧଉଳି’ ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ବ ଯେତେବେଳେ ଖଡ୍ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ବକୁ ବାର୍ତ୍ତା ଦେଉଛି। 

 ସୂଚନାଯୋଗ୍ୟ, ଗତକାଲି ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ। ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, ଚମତ୍କାର ସୂର୍ଯ୍ୟ ମନ୍ଦିର, ତାମ୍ରଲିପି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର ଆଦି ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ସେଠାରେ ଏହି ଗୌରବ ଅନୁଭବ କରିହେବ। ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଓ ବଣିକମାନେ ବାଲି, ସୁମାତ୍ରା ଓ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ। ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ଐତିହାସିକ ସ୍ଥାନ ‘ଧଉଳି’ ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ବ ଯେତେବେଳେ ଖଡ୍ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ, ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ବକୁ ବାର୍ତ୍ତା ଦେଉଛି। 

ଏକବିଂଶଶତାବ୍ଦୀରେଭାରତରବିକାଶସମ୍ପର୍କରେଉଲ୍ଲେଖକରିମୋଦୀକହିଲେ, ମାତ୍ର୧୦ବର୍ଷମଧ୍ୟରେଭାରତ୨୫କୋଟିଲୋକଙ୍କୁଦାରିଦ୍ର୍ୟରୁମୁକ୍ତକରିଛି।ଭାରତଖୁବ୍ଶୀଘ୍ରତୃତୀୟସର୍ବବୃହତ୍ଅର୍ଥବ୍ୟବସ୍ଥାରେପରିଣତହେବ।ଭାରତରପ୍ରତ୍ୟେକକ୍ଷେତ୍ରଅକ୍ଷୟଶକ୍ତି, ବିମାନଚଳାଚଳ, ବୈଦ୍ୟୁତିକଗତିଶୀଳତା, ମେଟ୍ରୋନେଟ୍ୱର୍କବୁଲେଟଟ୍ରେନ୍ପ୍ରକଳ୍ପରେରେକର୍ଡଭାଙ୍ଗିନୂତନଉଚ୍ଚତାକୁଅଗ୍ରସରହେଉଛି।ଭାରତଏବେମେଡ୍ଇନ୍ଇଣ୍ଡିଆଯୁଦ୍ଧବିମାନପରିବହନବିମାନନିର୍ମାଣକରୁଛି।ଆଧୁନିକଭାରତବିକାଶଐତିହ୍ୟରମନ୍ତ୍ରସହିତଆଗକୁବଢ଼ୁଛି।ଜି-୨୦ବୈଠକସମୟରେଦେଶରବିଭିନ୍ନସ୍ଥାନରେଅଧିବେଶନମାନଆୟୋଜିତହୋଇଥିଲା।ଫଳରେବିଭିନ୍ନଦେଶରୁଆସିଥିବାପ୍ରତିନିଧିମାନେଭାରତରବିବିଧତାକୁପ୍ରତ୍ୟକ୍ଷଅନୁଭବକରିପାରିଥିଲେ।ଭାରତରଐତିହ୍ୟସ୍ଥଳଗୁଡ଼ିକୁଯୋଡ଼ିବାପାଇଁନିଆଯାଇଥିବାପଦକ୍ଷେପଉପରେଆଲୋକପାତକରିପ୍ରଧାନମନ୍ତ୍ରୀକହିଲେ,ରାମାୟଣଏକ୍ସପ୍ରେସ୍ପରିସ୍ବତନ୍ତ୍ରଟ୍ରେନ୍ଗୁଡ଼ିକୁଭଗବାନରାମମାତାସୀତାଙ୍କସହଜଡ଼ିତସ୍ଥାନଗୁଡ଼ିକୁଯାତାୟତସୁବିଧାଯୋଗାଇଦେଇଛି।ଭାରତଗୌରବଟ୍ରେନ୍ସାରାଦେଶରଗୁରୁତ୍ବପୂର୍ଣ୍ଣଐତିହ୍ୟସ୍ଥଳକୁସଂଯୋଗକରିଛି।ସେମିହାଇସ୍ପିଡ୍ବନ୍ଦେଭାରତଟ୍ରେନ୍ଭାରତରପ୍ରମୁଖଐତିହ୍ୟକେନ୍ଦ୍ରଗୁଡ଼ିକୁସଂଯୋଗକରିଛି।

ଭବିଷ୍ୟତଯୁଦ୍ଧରେନୁହେଁ, ବୁଦ୍ଧଙ୍କଠାରେଅଛି
ଓଡ଼ିଶାରେଆମେଐତିହ୍ୟକୁଅନୁଭବକରିପାରିବା
ଭାରତୀୟପ୍ରତିଭାକୁବୈଶ୍ବିକସ୍ବୀକୃତିମିଳିଛି

ଭାରତୀୟପ୍ରତିଭାରବୈଶ୍ବିକସ୍ବୀକୃତିଉପରେଗୁରୁତ୍ବାରୋପକରିମୋଦୀକହିଲେ, ଭାରତୀୟପେଶାଦାରମାନେପ୍ରମୁଖକମ୍ପାନିଗୁଡ଼ିକମାଧ୍ୟମରେବୈଶ୍ବିକଅଭିବୃଦ୍ଧିରେଯୋଗଦାନକରୁଛନ୍ତି।ବିଶ୍ବରଦକ୍ଷତାଚାହିଦାପୂରଣକରିବାସହିତଭାରତଅନେକଦଶନ୍ଧିଧରିବିଶ୍ବରସର୍ବକନିଷ୍ଠସବୁଠାରୁକୁଶଳୀଜନସଂଖ୍ୟାଥିବାଦେଶହୋଇରହିବ।ପ୍ରବାସୀଭାରତୀୟଙ୍କସୁରକ୍ଷାକଲ୍ୟାଣକୁସର୍ବୋଚ୍ଚପ୍ରାଥମିକତାଦିଆଯାଉଛି।ସଙ୍କଟସମୟରେପ୍ରବାସୀଙ୍କୁସାହାଯ୍ୟକରିବାଭାରତରଦାୟିତ୍ବ।ଗତଦଶନ୍ଧିମଧ୍ୟରେବିଶ୍ବବ୍ୟାପୀଭାରତୀୟଦୂତାବାସକାର୍ଯ୍ୟାଳୟଗୁଡ଼ିକସମ୍ବେଦନଶୀଳସକ୍ରିୟରହିଆସିଛନ୍ତି।ପ୍ରବାସୀଭାରତୀୟମାନଙ୍କସଫଳତାକୁଭାରତୀୟଐତିହ୍ୟରଏକଗୁରୁତ୍ବପୂର୍ଣ୍ଣଅଂଶଭାବେବିବେଚନାକରାଯାଉଛି।ପ୍ରବାସୀଭାରତୀୟମାନେମଧ୍ୟଭାରତରବିକାଶରେଯୋଗଦାନଜାରିରଖିଛନ୍ତି।ଏହାଦ୍ବାରାଭାରତବିଶ୍ବରେସର୍ବାଧିକଅର୍ଥହସ୍ତାନ୍ତରପ୍ରାପ୍ତକରୁଥିବାରାଷ୍ଟ୍ରରେପରିଣତହୋଇଛି।୨୦୪୭ମସିହାସୁଦ୍ଧାଭାରତକୁଏକବିକଶିତରାଷ୍ଟ୍ରରେପରିଣତକରିବାରଲକ୍ଷ୍ୟରଖାଯାଇଛି।ଭାରତକେବଳପ୍ରମୁଖମେଟ୍ରୋସହରଗୁଡ଼ିକମଧ୍ୟରେସୀମିତନୁହେଁ।ଏହାଅନ୍ୟସହରଗାଁରେମଧ୍ୟରେବ୍ୟାପିଛି, ଯାହାଭାରତରଐତିହ୍ୟକୁପ୍ରଦର୍ଶିତକରିଥାଏ।ପରବର୍ତ୍ତୀଭାରତଗସ୍ତସମୟରେଅତିକମ୍ରେପାଞ୍ଚଜଣବନ୍ଧୁଙ୍କୁଆଣିଭାରତକୁଜାଣିବାପାଇଁସୁଯୋଗସୃଷ୍ଟିକରିବାକୁପ୍ରଧାନମନ୍ତ୍ରୀପ୍ରବାସୀଙ୍କୁଆହ୍ବାନଦେଇଥିଲେ।

ପ୍ରବାସୀଙ୍କୁମୋଦୀଆହୁରିଆହ୍ବାନଦେଇଥିଲେଯେଭାରତୀୟଉତ୍ପାଦକୁବିଶ୍ବସ୍ତରୀୟକରିବାପାଇଁପ୍ରବାସୀଙ୍କରବଡ଼ଭୂମିକାରହିଛି।ସେମାନେମେଡ୍ଇନ୍ଇଣ୍ଡିଆଖାଦ୍ୟପ୍ୟାକେଟ, ପୋଷାକଅନ୍ୟାନ୍ୟସାମଗ୍ରୀସ୍ଥାନୀୟକିମ୍ବାଅନଲାଇନରେକିଣନ୍ତୁ।ଏହିଉତ୍ପାଦଗୁଡ଼ିକୁରୋଷେଇଘର, ଡ୍ରଇଂରୁମ୍ଉପହାରରେଅନ୍ତର୍ଭୁକ୍ତକରନ୍ତୁ।ସେମାନେରହୁଥିବାଦେଶରେସ୍ଥାନୀୟବାସିନ୍ଦାଙ୍କପାଇଁପୁରସ୍କାରସମାରୋହରଆୟୋଜନକରିସେଠାକାରବିଶିଷ୍ଟବ୍ୟକ୍ତିଙ୍କୁପୁରସ୍କୃତକରନ୍ତୁ।ଭାରତୀୟଦୂତାବାସସହାୟତାରେଏହିବ୍ୟକ୍ତିମାନଙ୍କୁପ୍ରମାଣପତ୍ରପ୍ରଦାନକରାଯାଇପାରିବ।ଏହାସ୍ଥାନୀୟଲୋକଙ୍କସହସେମାନଙ୍କବ୍ୟକ୍ତିଗତସମ୍ପର୍କକୁବୃଦ୍ଧିକରିପାରିବ।ପ୍ରବାସୀମାନେଯେଉଁଠିଥାନ୍ତି, ସେମାନଙ୍କମାଙ୍କନାମରେଏକଚାରାଲଗାନ୍ତୁ।କାର୍ଯ୍ୟକ୍ରମରେମୁଖ୍ୟଅତିଥିତ୍ରିନିବାଦଟବାଗୋରରାଷ୍ଟ୍ରପତିକ୍ରିଷ୍ଟିନ୍କାର୍ଲାକାଙ୍ଗାଲୁଆଭାସୀମାଧ୍ୟମରେଯୋଗଦେଇଉଦ୍ବୋଧନଦେଇଥିଲେ।