ଭଦ୍ରକ: ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି। ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଭଦ୍ରକରୁ ଗୋରୁ ବୋଝେଇ ଗାଡ଼ିଟି ପଶ୍ଚିମବଙ୍ଗ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
ଭଦ୍ରକର ଆର୍ ଏମ ସି ମାର୍କେଟ ନିକଟରୁ ଗୋରୁ ବୋଝେଇ ଗାଡ଼ିରୁ ୩୪ ଗୋରୁ ଉଦ୍ଧାର ହୋଇଛନ୍ତି। ପୁରୁଣା ବଜାର ପୁଲିସର ଚଢାଉ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ପଚରାଉଚରା ଜାରି ରଖିଥିବା ବେଳେ ଭଦ୍ରକରୁ ଗୋରୁ ବୋଝେଇ ଗାଡ଼ିଟି ପଶ୍ଚିମବଙ୍ଗ ଯିବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
ତେଣେ ଟାଉନ ପୁଲିସର ଚଢ଼ାଉ ବେଳେ ୧୦ ଗୋରୁ ଉଦ୍ଧାର ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2019/07/cows-300x200.jpg)