ଭୁବନେଶ୍ବର: ବାତ୍ୟା ‘ଦାନା’କୁନେଇସୂଚନାଦେଇଛିଭାରତୀୟପାଣିପାଗବିଭାଗ।ଏହା ପୁରୀ-ସାଗରଦୀପମଝିରେ ଲ୍ୟାଣ୍ଡଫଲକରିବ।୨୪ତାରିଖରାତିକିମ୍ବା୨୫ତାରିଖଭୋରସମୟରେବାତ୍ୟାସ୍ଥଳଭାଗଛୁଇଁବାନେଇ ସୂଚନା ଦିଆଯାଇଛି।ଅତିଭୀଷଣବାତ୍ୟାରୂପନେଇସ୍ଥଳଭାଗଛୁଇଁବବାତ୍ୟା।ଏହିସମୟରେପବନରବେଗ୧୦୦ରୁ୧୧୦କିଲୋମିଟରରହିପାରେ ବୋଲି କୁହାଯାଇଛି।ଅତିବେଶିରେ୧୨୦କିଲୋମିଟରଛୁଇାପାରେପବନରଗତି।
ବାତ୍ୟା ‘ଦାନା’ରପ୍ରଭାବରେ୨୪ତାରିଖରେରାଜ୍ୟରେଅତିପ୍ରବଳବର୍ଷାନେଇ୭ଜିଲ୍ଲାକୁରହିଛିରେଡ୍ୱାର୍ଣ୍ଣିଂ।ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକଓଯାଜପୁରକୁରେଡୱାର୍ଣ୍ଣିଂରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/21/OG73x6hzY9aSkSLbumtK.jpeg)