କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି l ଗତକାଲି ସନ୍ଧ୍ୟା ସମୟରୁ ଦୁଇ ହାତୀଙ୍କ ଭିତରେ ଲଢେଇ ଚାଲିଥିଲା। ମୃତ ହାତୀର ବୟସ ୨୫ ରୁ ୩୦ ବର୍ଷ ହେବା ନେଇ ବନବିଭାଗ ଅନୁମାନ କରିଛି l
କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି l ଅନ୍ୟ ଏକ ଦନ୍ତା ସହ ସଂଘର୍ଷ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ରହିଛି l ଗତକାଲି ସନ୍ଧ୍ୟା ସମୟରୁ ଦୁଇ ହାତୀଙ୍କ ଭିତରେ ଲଢେଇ ଚାଲିଥିଲା। ମୃତ ହାତୀର ବୟସ ୨୫ ରୁ ୩୦ ବର୍ଷ ହେବା ନେଇ ବନବିଭାଗ ଅନୁମାନ କରିଛି l
ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛିl