ଭୁବନେଶ୍ବର: ରାଜଧାନୀର ସୁନ୍ଦରପଦା କେନାଲ ନିକଟରେ ମୃତଦେହ ମିଳିଛି।ଏହି ମୃତକ ହେଲେ ଜ୍ୟୋତି ରଞ୍ଜନ ବେହେରା। ସୂଚନା ଅନୁଯାୟୀ, ଖଣ୍ଡଗିରି ସରବନ୍ତରାର ଜ୍ୟୋତି ରଞ୍ଜନ ବେହେରା ଏକ ନମ୍ବର ହାଟରେ ଏକ ତେଜରାତି ଦୋକାନରେ କାମ କରୁଥିଲେ। ଗତକାଲି ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକ ଏୟାର ଫିଲ୍ଡ ଥାନାକୁ ଜଣାଇଥିଲେ।
ଖଣ୍ଡଗିରି ସରବନ୍ତରାର ଜ୍ୟୋତି ରଞ୍ଜନ ବେହେରା ଏକ ନମ୍ବର ହାଟରେ ଏକ ତେଜରାତି ଦୋକାନରେ କାମ କରୁଥିଲେ। ଗତକାଲି ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକ ଏୟାର ଫିଲ୍ଡ ଥାନାକୁ ଜଣାଇଥିଲେ। ତେବେ ଆଜି ସକାଳେ ତାଙ୍କର ସୁନ୍ଦରପଦା କେନାଲ ନିକଟରେ ମୃତଦେହ ମିଳିଛି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତଦେହ କେନାଲରେ ଏବେ ବି ପଡ଼ିଛି।
ତେବେ ଆଜି ସକାଳେ ତାଙ୍କର ସୁନ୍ଦରପଦା କେନାଲ ନିକଟରେ ମୃତଦେହ ମିଳିଛି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତଦେହ କେନାଲରେ ଏବେ ବି ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/11/untitled-2025-08-11-08-47-02.png)