ମୁରିବାହାଲ: ବଲାଙ୍ଗୀରଜିଲ୍ଲା ମୁରିବାହାଲ ବ୍ଲକ ରହେନଭାଟା ରେଳ ଷ୍ଟେସନ ପାଖରେ ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି l ପାଖରେ ଏକ ବୁଲେଟ ଥିବାବେଳେ ବୁଲେଟ ପାଖରେ ମାଦକ ସାମଗ୍ରୀ ମଧ୍ୟ ପଡ଼ିରହିଛି l ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ମୁରିବାହାଲ ବ୍ଲକ ରହେନଭାଟା ରେଳ ଷ୍ଟେସନ ପାଖରେ ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି l ପାଖରେ ଏକ ବୁଲେଟ ଥିବାବେଳେ ବୁଲେଟ ପାଖରେ ମାଦକ ସାମଗ୍ରୀ ମଧ୍ୟ ପଡ଼ିରହିଛି l ଏହା ଏକ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
ତେବେ ଏଯାଏ ଯୁବକଙ୍କର ପରିଚୟ ମିଳିନାହିଁ।
death
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/03/BwyqSKqXVyaEBnbpr1k6.jpg)