ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ବିଧାୟକଙ୍କ ଦରମାଓପୂର୍ବତନବିଧାୟକମାନଙ୍କପେନସନ୍ ବୃଦ୍ଧିନେଇଦାବିଉଠାଇଛିବିଜେଡି। ବିରୋଧୀଦଳମୁଖ୍ୟସଚେତକପ୍ରମିଳାମଲ୍ଲିକଏହିପ୍ରସଙ୍ଗଉଠାଇକହିଛନ୍ତି, “ବର୍ତ୍ତମାନବଜାରଦରବଢ଼ିଛି।ଅନେକପୂର୍ବତନବିଧାୟକପେନସନବଢ଼ାଇବାପାଇଁଲବିକୁଆସିଛନ୍ତି।ମେଡ଼ିସିନଖର୍ଚ୍ଚହେଉକିବଜାରଦରଯାହାଅଛିତାହାପେନସନ୍କୁଦେଖିଲେପର୍ଯ୍ୟାପ୍ତହେଉନି।ଏଥିପାଇଁଭାସ୍କରମଢେଇଙ୍କଅଧ୍ୟକ୍ଷତାରେଗୋଟେକମିଟିଗଠନହୋଇଥିଲା।କମିଟିରବୈଠକରେନିଷ୍ପତ୍ତିନିଆଯାଇରିପୋର୍ଟଦିଆଯାଇଛି।ସେହିରିପୋର୍ଟକୁକାର୍ଯ୍ୟକାରୀକରିବାକୁସରକାରଙ୍କୁନିର୍ଦ୍ଦେଶଦିଅନ୍ତୁ।“ ବିଧାୟକଦରମାବିବଢିବାଆବଶ୍ୟକଅଛି।୨୦୧୭ରେଶେଷଥରପାଇଁଦରମାବଢ଼ିଥିଲା୨୦୨୫ହେଲାଣିତାକୁବଢ଼ାଇବାଦରକାରଅଛିବୋଲିକହିଲେପ୍ରମିଳାମଲ୍ଲିକ।
ବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ ବୃଦ୍ଧିଦାବିକୁଦୋହରାଇଛନ୍ତିବିଜେପିବିଧାୟକପୂର୍ଣ୍ଣସେଠୀ।ସେକହିଛନ୍ତି, “ମୁଁପୂର୍ବତନବିଧାୟକଭାବେଭୁକ୍ତଭୋଗୀ।କେତେଅସୁବିଧାହେଉଛିମୁଁନିଜେଅନୁଭବକରିଛି।ସରକାରୀକର୍ମଚାରୀଙ୍କପାଇଁବେତନକମିଶନଅଛିକିନ୍ତୁବିଧାୟକଙ୍କପାଇଁକେହିନାହିଁ।କେବଳଆମରମଢେଇକମିଟିସାହାଭରସା।କୌଣସିଗାଁକୁବିଧାୟକଟେଗଲେ୧୦ରୁ୩୦ହଜାରନଦେଲେହେଉନି।ତେଣୁମୁଁଦାବିକରୁଛିବାଚସ୍ପତିଭାସ୍କରମଢେଇଙ୍କକମିଟିରସୁପାରିଶକୁଗ୍ରହଣକରିସରକାରଙ୍କୁଜୁନ୍ମାସରୁପିଛିଲାଭାବେଲାଗୁକରିବାପାଇଁନିର୍ଦ୍ଦେଶଦିଅନ୍ତୁ।“
ସେପଟେପୂର୍ଣ୍ଣସେଠୀଙ୍କପ୍ରସ୍ତାବକୁସମର୍ଥନଜଣାଇଛନ୍ତିବିଜେପିବିଧାୟକପଦ୍ମଲୋଚନପଣ୍ଡା।ସେକହିଛନ୍ତି, “ପୂର୍ବତନବିଧାୟକଙ୍କଅବସ୍ଥାଦେଖିଲେଖରାପ ଲାଗୁଛିବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ କ୍ଷେତ୍ରରେଆମରାଜ୍ୟ୨୭ନମ୍ବରରେରହିଛି।ତେଣୁତୁରନ୍ତବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ବୃଦ୍ଧିକରାଯାଉ।
ବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ ବୃଦ୍ଧିଦାବିକୁଦୋହରାଇଛନ୍ତିବିଜେପିବିଧାୟକପୂର୍ଣ୍ଣସେଠୀ।ସେକହିଛନ୍ତି, “ମୁଁପୂର୍ବତନବିଧାୟକଭାବେଭୁକ୍ତଭୋଗୀ।କେତେଅସୁବିଧାହେଉଛିମୁଁନିଜେଅନୁଭବକରିଛି।ସରକାରୀକର୍ମଚାରୀଙ୍କପାଇଁବେତନକମିଶନଅଛିକିନ୍ତୁବିଧାୟକଙ୍କପାଇଁକେହିନାହିଁ।କେବଳଆମରମଢେଇକମିଟିସାହାଭରସା।କୌଣସିଗାଁକୁବିଧାୟକଟେଗଲେ୧୦ରୁ୩୦ହଜାରନଦେଲେହେଉନି।ତେଣୁମୁଁଦାବିକରୁଛିବାଚସ୍ପତିଭାସ୍କରମଢେଇଙ୍କକମିଟିରସୁପାରିଶକୁଗ୍ରହଣକରିସରକାରଙ୍କୁଜୁନ୍ମାସରୁପିଛିଲାଭାବେଲାଗୁକରିବାପାଇଁନିର୍ଦ୍ଦେଶଦିଅନ୍ତୁ।“ ସେପଟେପୂର୍ଣ୍ଣସେଠୀଙ୍କପ୍ରସ୍ତାବକୁସମର୍ଥନଜଣାଇଛନ୍ତିବିଜେପିବିଧାୟକପଦ୍ମଲୋଚନପଣ୍ଡା।ସେକହିଛନ୍ତି, “ପୂର୍ବତନବିଧାୟକଙ୍କଅବସ୍ଥାଦେଖିଲେଖରାପ ଲାଗୁଛିବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ କ୍ଷେତ୍ରରେଆମରାଜ୍ୟ୨୭ନମ୍ବରରେରହିଛି।ତେଣୁତୁରନ୍ତବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ବୃଦ୍ଧିକରାଯାଉ।
ଦରମାବୃଦ୍ଧିନେଇକମିଟିଅଧ୍ୟକ୍ଷଭାସ୍କରମଢ଼େଇଉଦବେଗପ୍ରକାଶକରିଛନ୍ତି।ସେକହିଛନ୍ତି, “ପୂର୍ବତନବିଧାୟକଙ୍କଅବସ୍ଥାଅତି ଶୋଚନୀୟ।ଚଳିବାକୁଭାରିକଷ୍ଟହେଉଛି।କିଛିପୂର୍ବତନବିଧାୟକଙ୍କଘରଖଣ୍ଡେନାହିଁ।୧୨ମାସର୧୩ପର୍ବରେବିଧାୟକସାମିଲହେଉଛନ୍ତି।ବିଧାୟକଙ୍କୁସବୁଦେବାକୁପଡୁଛି।ଗୋଟିଏକାର୍ଯ୍ୟକ୍ରମରେସାମିଲହେବାକୁହେଲେ୨୦ହଜାରଖର୍ଚ୍ଚହେଉଛି।ବିଧାୟକଙ୍କଅବସ୍ଥାଶୋଚନୀୟ।ଆମରାଜ୍ୟରେବିଧାୟକଙ୍କଦରମାଓଭତ୍ତାଅନ୍ୟରାଜ୍ୟଠାରୁକମ୍।କମିଟିରିପୋର୍ଟକୁକାର୍ଯ୍ୟକାରୀକରାଯାଉ।
ସେପଟେପୂର୍ଣ୍ଣସେଠୀଙ୍କପ୍ରସ୍ତାବକୁସମର୍ଥନଜଣାଇଛନ୍ତିବିଜେପିବିଧାୟକପଦ୍ମଲୋଚନପଣ୍ଡା।ସେକହିଛନ୍ତି, “ପୂର୍ବତନବିଧାୟକଙ୍କଅବସ୍ଥାଦେଖିଲେଖରାପଲାଗୁଛିବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ କ୍ଷେତ୍ରରେଆମରାଜ୍ୟ୨୭ନମ୍ବରରେରହିଛି।ତେଣୁତୁରନ୍ତବିଧାୟକଙ୍କଦରମାଓପୂର୍ବତନବିଧାୟକଙ୍କପେନସନ୍ବୃଦ୍ଧିକରାଯାଉ।
assembly