Advertisment
Leading

ମହାଷ୍ଟମୀରେ ମାଆଙ୍କ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ

ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମଣ୍ଡପରେ ମା’ଙ୍କର ମହାଷ୍ଟମୀ ପୂଜାର୍ଚ୍ଚନା ଜାରି ରହିଛି। ଶ୍ରଦ୍ଧାଳୁମାନେ ପରିବାରର ଶୁଭକାମନା ମନାସୀ ମା’ ଦୁର୍ଗତିନାଶିନୀଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି। ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଗହଳି ଲାଗିଛି। ଭୁବନେଶ୍ବରର ପ୍ରମୁଖ ଛକରେ ଲୋକାରଣ୍ୟ ହୋଇଛି।

 ମହାଷ୍ଟମୀରେ ମାଆଙ୍କ ଆଶୀର୍ବାଦ ନେଲେ ଶ୍ରଦ୍ଧାଳୁ
Advertisment
ସବସ୍କ୍ରାଇବ କରନ୍ତୁ