ଭୁବନେଶ୍ବର: ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ। ସାକ୍ଷାତ ପରେ ଦିଲୀପ ରାୟ ପ୍ରତିକ୍ରିୟା ର୍ଖି କହିଛନ୍ତି, ରାଉରକେଲାରେ ଗ୍ଲାସ୍ ବ୍ରିଜ୍, ଝୁଲା ବ୍ରିଜ ଓ ରିଂ ରୋଡ ନେଇ ଆଲୋଚନା କଲି। ମନ୍ତ୍ରୀ କହିଛନ୍ତି, ଦୁର୍ଗା ପୂଜା ସୁଦ୍ଧା ବ୍ରିଜ୍ କାମ ଆରମ୍ଭ ହେବ।
ଦୁଇମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ନେଇ ପ୍ରତିକ୍ରିୟାରେ ଦିଲୀପ ରାୟ କହିଛନ୍ତି, ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ତେବେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଥିବା ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ ଦିଲୀପ ରାୟ। ସେ କହିଲେ, ସେଭଳି କିଛି ଚର୍ଚ୍ଚା ନାହିଁ।
ଏଣେ ଦୁଇମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ନେଇ ପ୍ରତିକ୍ରିୟାରେ ଦିଲୀପ ରାୟ କହିଛନ୍ତି, ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ତେବେ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ହେଉଥିବା ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ ଦିଲୀପ ରାୟ। ସେ କହିଲେ, ସେଭଳି କିଛି ଚର୍ଚ୍ଚା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/22/new-project-4-2025-07-22-14-17-44.jpg)