ବିନିକା: ଆଜି ସକାଳ ୬ଟା୪୫ ମିନିଟରେ ସୋନପୁର - ବିନିକା ମୁଖ୍ୟ ରାସ୍ତାରେ ବିନିକା ନୂଆବଜାରଠାରେ ନମ୍ବର ବିହୀନ ଇନୋଭା କାରର ଆଗ ଚକ ଫାଟି ଯିବାରୁ ଚାଳକ ଚକ ଖୋଲିବା ବାହାନା କରିଥିଲେ। ଆଗରେ ଯାଇଥିବା ଅନ୍ୟ ଏକ ଇନୋଭା କାର ଫେରିଆସିଥିଲା। ଘଟଣା ସ୍ଥଳରେ ଚାଳକ ଗାଡ଼ିରେ ପେଟ୍ରୋଲ ଛିଞ୍ଚି ମାଚିସ୍ ମାରି ନିଆଁ ଲଗାଇଦେଇ ରାମପୁର ପଟକୁ ଇନୋଭା କାରରେ ଫେରାର ମାରିଲେ।
ସୋନପୁର - ବିନିକା ମୁଖ୍ୟ ରାସ୍ତାରେ ବିନିକା ନୂଆବଜାରଠାରେ ନମ୍ବର ବିହୀନ ଇନୋଭା କାରର ଆଗ ଚକ ଫାଟି ଯିବାରୁ ଚାଳକ ଚକ ଖୋଲିବା ବାହାନା କରିଥିଲେ। ଆଗରେ ଯାଇଥିବା ଅନ୍ୟ ଏକ ଇନୋଭା କାର ଫେରିଆସିଥିଲା। ଘଟଣା ସ୍ଥଳରେ ଚାଳକ ଗାଡ଼ିରେ ପେଟ୍ରୋଲ ଛିଞ୍ଚି ମାଚିସ୍ ମାରି ନିଆଁ ଲଗାଇଦେଇ ରାମପୁର ପଟକୁ ଇନୋଭା କାରରେ ଫେରାର ମାରିଲେ। କାର୍ଟି ବିଚ ରାସ୍ତାରେ ହୁତୁ ହୁତୁ ହୋଇ ଜଲି ଉଠିଲା। ପାଖରେ ଥିବା ଜନସାଧାରଣ ଦମକଳ ବାହିନୀକୁ ଫୋନ କରିବାରୁ ବିନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
କାର୍ଟି ବିଚ ରାସ୍ତାରେ ହୁତୁ ହୁତୁ ହୋଇ ଜଲି ଉଠିଲା। ପାଖରେ ଥିବା ଜନସାଧାରଣ ଦମକଳ ବାହିନୀକୁ ଫୋନ କରିବାରୁ ବିନିକା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନମ୍ବର ବିହୀନ ଇନୋଭା ଗାଡ଼ି ଭିତରେ ଗଞ୍ଜେଇ ଥିଲା। ଗାଡ଼ିଟି ଅର୍ଦ୍ଧଦଗ୍ଧ ହୋଇଥିଲା ବେଳେ ଗଞ୍ଜେଇରେ ମଧ୍ୟ କିଛିମାତ୍ରାରେ ନିଆଁ ଳାଗିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/untitled-2025-09-06-08-28-56.png)