ସୁନ୍ଦରଗଡ଼: ଏ‌କ ଗୋରୁ ମାଂସ ଚାଲାଣ ଗାଡ଼ି ଦୁର୍ଘଟଣା ଗସ୍ତ। ଏକ ଗୋରୁ ମାଂସ ଚାଲାଣ କରୁଥିବା କାର୍ ଟ୍ରଲରକୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଛି ।

Advertisment

ଏ‌କ ଗୋରୁ ମାଂସ ଚାଲାଣ ଗାଡ଼ି ଦୁର୍ଘଟଣା ଗସ୍ତ। ଏକ ଗୋରୁ ମାଂସ ଚାଲାଣ କରୁଥିବା କାର୍ ଟ୍ରଲରକୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କାରରେ ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କାରରେ ରାଉରକେଲାରୁ ସମ୍ବଲପୁରକୁ ଗୋ ମାଂସ ଚାଲାଣ ହେଉଥିଲା। ଭାରସାମ୍ୟ ହରାଇ ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସ ୱେର  ଜାମବାହାଲ ନିକଟରେ ଟ୍ରଲରକୁ ପିଟିଥିଲା କାର୍। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।