ତେଲିବନ୍ଧରେ ସାର୍ବଜନୀନ ଦୁର୍ଗାପୂଜା
ବୌଦ୍ଧ ବ୍ଲକ ତେଲିବନ୍ଧ ବସଷ୍ଟାଣ୍ଡ ଠାରେ ରୋପ କ୍ଲବ ଓ ତେଲିବନ୍ଧ ମିଳିତ ସହଯୋଗରେ ସାର୍ବଜନୀନ ଦୁର୍ଗାପୂଜାର ଆୟୋଜନ ହୋଇଛି। ବାଘୁଆମୁଣ୍ଡା ପୋଖରୀରୁ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ପରେ ଦୁର୍ଗାଙ୍କ ଅଷ୍ଟମୀ ପୂଜା, ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା।
/sambad/media/media_files/pVuFGyOsZtDr5dKFR51j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)