Advertisment
Leading

ଦର୍ଶକଙ୍କୁ ମନ ମୋହୁଛି ମା’ଙ୍କ ମେଢ଼, ମୂର୍ତ୍ତି

ଶାରଦୀୟ ଦୁର୍ଗାପୂଜା ଜାରି ରହିଛି। ଆଜି (ଗୁରୁବାର) ମା’ଙ୍କ ପୀଠରେ ମହାଷ୍ଟମୀ ପାଳନ କରାଯାଉଛି। ଶ୍ରଦ୍ଧାଳୁମାନେ ଭକ୍ତିର ସହିତ ମା’ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଉଛନ୍ତି। ସେହିପରି ମଣ୍ଡପରେ ମହାସପ୍ତମୀ ଅବସରରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରୁଛନ୍ତି। ସହରାଞ୍ଚଳରେ ବ୍ୟୟବହୁଳ ପୂଜା ହେଉଛି। ରାଜଧାନୀ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁରରେ ସୁସଜ୍ଜିତ ଦୁର୍ଗା ମେଢ଼ ଲୋକଙ୍କୁ ଆନମନା କରୁଛି।

 ଦର୍ଶକଙ୍କୁ ମନ ମୋହୁଛି ମା’ଙ୍କ ମେଢ଼, ମୂର୍ତ୍ତି
Advertisment
ସବସ୍କ୍ରାଇବ କରନ୍ତୁ