ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଆଜି ଭୋର ସାଢ଼େ ୫ ଟାରେ ଭଗାମୁଣ୍ଡାସାହିର ପ୍ରସନ୍ନ ନାଏକ(୬୫) ଘର ପାଖ ଆମ୍ବ ଗଛରୁ ଆମ୍ବ ଗୋଟେଇବାକୁ ଯାଇଥିଲେ। ସେଠାରେ ହାତୀ ହାବୁଡ଼ରେ ପଡିଥିବା ବେଳେ ତାଙ୍କୁ ହାତୀ ଦଳି ମାରିଦେଇଛି।
ଆଜି ଭୋର ସାଢ଼େ ୫ ଟାରେ ଭଗାମୁଣ୍ଡାସାହିର ପ୍ରସନ୍ନ ନାଏକ(୬୫) ଘର ପାଖ ଆମ୍ବ ଗଛରୁ ଆମ୍ବ ଗୋଟେଇବାକୁ ଯାଇଥିଲେ। ସେଠାରେ ହାତୀ ହାବୁଡ଼ରେ ପଡିଥିବା ବେଳେ ତାଙ୍କୁ ହାତୀ ଦଳି ମାରିଦେଇଛି।
elephant
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)