ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମବାରି ସେକସନ ଅନ୍ତର୍ଗତ ଖଜୁରୀଡ଼ିହି ଗ୍ରାମରେ ଆଜି ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ମୃତ ବ୍ୟକ୍ତିଙ୍କର ନାମ ଗୁରୁଚରଣ ନାଏକ (୪୧) | ତାଙ୍କ ଘର ନୟାଗଡ଼ ଗ୍ରାମରେ ବୋଲି ଜଣାପଡିଛି।
ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ
କେନ୍ଦୁଝର ଜିଲ୍ଲା ବାମବାରି ସେକସନ ଅନ୍ତର୍ଗତ ଖଜୁରୀଡ଼ିହି ଗ୍ରାମରେ ଆଜି ଭୋର ସମୟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ମୃତ ବ୍ୟକ୍ତିଙ୍କର ନାମ ଗୁରୁଚରଣ ନାଏକ (୪୧) |
/sambad/media/media_files/87F1d1nD17C1JDEYCVcH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)