ରାଉରକେଲା: ସୁନ୍ଦରଗଡ଼ ବଣାଇରେଞ୍ଜରେ ଆତଙ୍କ ଚଳାଇଥିବା ଦନ୍ତା ଅବଶେଷରେ ବରସୁଆଁ ଜଙ୍ଗଲକୁ ଚାଲିଯାଇଥିବା ଜଣାଯାଇଛି। ତାକୁ ବନବିଭାଗ କର୍ମଚାରୀମାନେ ସେଠାକୁ ଘଉଡ଼ାଇଦେଇଥିବା କୁହାଯାଇଛି।
ଜକେଇକଳାରୁଗୁଡ଼ିସାହିରଘରୁବାହାରୁଥିବାବେଳେଧରଣୀଧରପାତ୍ରଙ୍କୁଦନ୍ତାହାତୀକଚାଡ଼ିଦେଇଥିଲାl ଗୁରୁତରଅବସ୍ଥାରେତାଙ୍କୁବଣାଇଡାକ୍ତଖାନାରେଭର୍ତିକରାଯାଇଥିଲା l ସେଠାରେଡାକ୍ତରତାଙ୍କୁମୃତଘୋଷଣାକରିଥିଲେ l କ୍ଷତିପୂରଣଓହାତୀକୁଘୋଡାଇଦେବାଦାବିରେସ୍ଥାନୀୟବାସିନ୍ଦାଡିଏଫଓଙ୍କ ବାସଭବନଘେରାଉକରିଥିଲେl ଫଳରେଘଟଣାସ୍ଥଳରେଉତ୍ତେଜନାପ୍ରକାଶପାଇଥିଲା l ପୁଲିସଓବନକର୍ମଚାରୀପହଞ୍ଚିଉତ୍ତେଜିତଲୋକଙ୍କୁବୁଝାସୁଝାକରିବାପରେପରିସ୍ଥିତିଶାନ୍ତପଡ଼ିଥିଲା।
ସୂଚନାଯୋଗ୍ୟ, ଜକେଇକଳାରୁଗୁଡ଼ିସାହିରଘରୁବାହାରୁଥିବାବେଳେଧରଣୀଧରପାତ୍ରଙ୍କୁଦନ୍ତାହାତୀକଚାଡ଼ିଦେଇଥିଲାl ଗୁରୁତରଅବସ୍ଥାରେତାଙ୍କୁବଣାଇଡାକ୍ତଖାନାରେଭର୍ତିକରାଯାଇଥିଲା l ସେଠାରେଡାକ୍ତରତାଙ୍କୁମୃତଘୋଷଣାକରିଥିଲେ l କ୍ଷତିପୂରଣଓହାତୀକୁଘୋଡାଇଦେବାଦାବିରେସ୍ଥାନୀୟବାସିନ୍ଦାଡିଏଫଓଙ୍କ ବାସଭବନଘେରାଉକରିଥିଲେl ଫଳରେଘଟଣାସ୍ଥଳରେଉତ୍ତେଜନାପ୍ରକାଶପାଇଥିଲା l ପୁଲିସଓବନକର୍ମଚାରୀପହଞ୍ଚିଉତ୍ତେଜିତଲୋକଙ୍କୁବୁଝାସୁଝାକରିବାପରେପରିସ୍ଥିତିଶାନ୍ତପଡ଼ିଥିଲା।
ଏହାପୂର୍ବରୁ ସୋଲରେଞ୍ଜରେଦନ୍ତାଜଣକୁମାରିଥିବାବେଳେତାମରାରେଞ୍ଜରମୁଣ୍ଡାସାହିରେଘରଭାଙ୍ଗିଦୁଇଜଣନାବାଳିକାକୁମାରିଥିଲାl ଗତ୧୫ଦିନମଧ୍ୟରେବଣାଇଡିଭିଜନରତିନିଟିରେଞ୍ଜେରଆଜିପର୍ଯ୍ୟନ୍ତଚାରିଜଣଙ୍କରମୃତ୍ୟୁହୋଇଛି।ଡାକ୍ତରଖାନାରେବନବିଭାଗରେଞ୍ଜରପହଞ୍ଚିଥିବାବେଳେରେଞ୍ଜରଙ୍କୁଠେଲାପେଲାସହବନକର୍ମଚାରୀଙ୍କୁଉତ୍ତେଜିତଲୋକଗୋଡେଇଗୋଡେଇପିଟିବାରୁଉତ୍ତେଜନାପ୍ରକାଶପାଇଥିଲାl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/11/04/15BI3ueIKojw1a105CIq.jpg)