ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସର ପ୍ରାପ୍ତବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ। ତାଙ୍କ ନିକଟରୁ ୧୭ଟି ମୟୂର ପୁଚ୍ଛ ଓ ହରିଣ ଛାଲ ଜବତ କରିଛି ବନ ବିଭାଗ। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ l
/filters:format(webp)/sambad/media/media_files/2025/10/13/untitled-2025-10-13-14-33-49.png)
ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ଆଜି ଜଣେ ଅବସର ପ୍ରାପ୍ତବନପାଳଙ୍କ ଘରୁ ହରିଣ ଛାଲ ଓ ମୟୂର ପୁଚ୍ଛ ଜବତ କରିଛି ବନ ବିଭାଗ। ଗିରଫ ଅବସରପ୍ରାପ୍ତ ବନପାଳ ହେଲେ ସେହି ଗ୍ରାମର କିଶୋର ଚନ୍ଦ୍ର ପ୍ରଧାନ। ତାଙ୍କ ନିକଟରୁ ୧୭ଟି ମୟୂର ପୁଚ୍ଛ ଓ ହରିଣ ଛାଲ ଜବତ କରିଛି ବନ ବିଭାଗ। ଏଥିସହ ବନ୍ୟପ୍ରାଣୀ ସୁରକ୍ଷା ଆଇନ ବଳରେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ l
ଡାକ୍ତରୀ ଯାଞ୍ଚ ପରେ ଅଭିଯୁକ୍ତ କିଶୋର ଚନ୍ଦ୍ର ପ୍ରଧାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/13/untitled-11-2025-10-13-14-49-13.jpg)