କଟକ: ପତ୍ନୀଙ୍କୁହତ୍ୟାମାମଲାରେଦୋଷୀସାବ୍ୟସ୍ତରାୟଗଡ଼ାଜିଲ୍ଲାଗୁଣୁପୁରନିର୍ବାଚନମଣ୍ଡଳୀରପୂର୍ବତନବିଧାୟକରାମମୂର୍ତ୍ତିଗମାଙ୍ଗୋଙ୍କୁଆଜୀବନ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ ଭୁବନେଶ୍ୱରଏଡିଜେକୋର୍ଟ। ଏହା ହାଇକୋର୍ଟରେ କାଏମ ରହିଛି। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜଙ୍କ ଆଦେଶ ବିରୋଧରେ ଶ୍ରୀ ଗମାଙ୍ଗ ଦାଖଲ କରିଥିବା ଅପିଲ ଖାରଜ ହୋଇଛି।
ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ ସସ୍ମିତା ପାଢ଼ୀ ଏହି ଦଣ୍ଡାଦେଶ ଶୁଣାଇଥିଲେ। ଆଇପିସି ଦଫା-୩୦୨(ହତ୍ୟା)ରେ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦୟେ ଅଧିକ ୧ ବର୍ଷ ଜଲେ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ସେହିପରି ଦଫା-୨୦୧(ପ୍ରମାଣ ନଷ୍ଟ କରିବା)ରେ ତିନି ର୍ବଷ ଜେଲ୍ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦୟେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଦୁଇଟି ଯାକ ଦଣ୍ଡ ଏକାସାଙ୍ଗରେ ଲାଗୁ ହେବ। ରାଜ୍ୟରେ ଏମପି, ଏମ୍ଏଲ୍ଏଙ୍କ ମାମଲା ଆଦିର ତ୍ବରିତ ବିଚାର ପାଇଁ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବା ପରେ ଏହା ପ୍ରଥମ ଦଣ୍ଡାଦେଶ।
୧୯୯୫ ଅଗଷ୍ଟ ୨୯ ତାରିଖ ଥିଲା ଗଣେଶ ପୂଜା। ପୂରା ରାଜଧାନୀ ଉତ୍ସବ ମୁଖର ଥିବା ବେଳେ ସକାଳ ପ୍ରାୟ ୧୦ଟା ୪୫ରେ ଶ୍ରୀ ଗମାଙ୍ଗ ଖାରବେଳନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଏମ୍ଏଲ୍ଏ କଲୋନି କ୍ବାର୍ଟର୍ସ ନଂ-ଡିଏସ୍-୧୮/୧ର ବାଥରୁମ୍ରେ ତାଙ୍କ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଛି। ପତ୍ନୀ ଗର୍ଭବତୀ ଥିବାରୁ ସେ ତାଙ୍କୁ ମର୍ଣ୍ଣିଂଵାକ୍ରେ ଯିବା ପାଇଁ ପରାମର୍ଶ ଦେଉଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ହେଉଥିଲା। ଘଟଣା ଦିନ ସକାଳେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଶଶିରେଖା ବାଥରୁମ୍ରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ସେ ଆସିବା ବେଳକୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ।
/sambad/media/media_files/2024/10/30/KXj21d5dDKApVjOUu9hM.jpg)
ଶଶିରେଖାଶ୍ରୀଗମାଙ୍ଗଙ୍କରଦ୍ବିତୀୟପତ୍ନୀହୋଇଥିବାବେଳେବିଭିନ୍ନକାରଣକୁନେଇସେମାନଙ୍କମଧ୍ୟରେକଳହଲାଗିରହୁଥିଲାବୋଲିପୁଲିସତଦନ୍ତବେଳେଜାଣିବାକୁପାଇଥିଲା। ଆତ୍ମହତ୍ୟାନୁହେଁ, ଏହାହତ୍ୟାକାଣ୍ଡଜଣାପଡ଼ିବାପରେଶ୍ରୀଗମାଙ୍ଗଙ୍କୁପୁଲିସଗିରଫକରିଜେଲ୍ପଠାଇଥିଲା।ପ୍ରାୟଦୁଇମାସଜେଲ୍ରେରହିବାପରେସେହିବର୍ଷନଭେମ୍ବର୧ରେସେଜାମିନ୍ରେମୁକୁଳିଥିଲେ।ଏହାପରେମାମଲାରଶୁଣାଣିଚାଲିଥିଲେମଧ୍ୟଅନେକସାକ୍ଷୀପ୍ରଭାବିତହୋଇସାରିଥିଲେ।ସେହିପରିରାଜ୍ୟରଏମପି/ଏମଏଲ୍ଏଙ୍କବିରୋଧରେରୁଜୁହେଉଥିବାମାମଲାରଶୁଣାଣିଲାଗିଭୁବନେଶ୍ବରଠାରେସ୍ବତନ୍ତ୍ରକୋର୍ଟସ୍ଥାପନହେବାପରେମାମଲାସେଠାକୁସ୍ଥାନାନ୍ତରହୋଇଥିଲା।ଏହାପରେପ୍ରାୟବର୍ଷେଧରିଶୁଣାଣିଚାଲିଥିବାବେଳେଆଜିଅଭିଯୁକ୍ତଶ୍ରୀଗମାଙ୍ଗଦୋଷୀସାବ୍ୟସ୍ତହୋଇଥିଲେ।ପତ୍ନୀଶଶିରେଖାଙ୍କୁହତ୍ୟାକରିବାପରେକିରାସିନିଢାଳିଜାଳିଦେବାପାଇଁଉଦ୍ୟମକରିଥିଲେ।ପ୍ରମାଣନଷ୍ଟପାଇଁସେଏଭଳିକରିଥିବାକୋର୍ଟରେପ୍ରମାଣିତହୋଇଥିଲା।ସାକ୍ଷୀପ୍ରଭାବିତହୋଇଥିବାରୁଡାକ୍ତର, ତଦନ୍ତକାରୀଅଧିକାରୀଓସାଇଣ୍ଟିଫିକ୍ଅଧିକାରୀଙ୍କବୟାନଗୁରୁତ୍ବପୂର୍ଣ୍ଣସାବ୍ୟସ୍ତହୋଇଥିଲା।ସେହିପରିଶବବ୍ୟବଚ୍ଛେଦରିପୋର୍ଟ, ପାରିପାର୍ଶ୍ବିକପରିସ୍ଥିତିଓସାଇଣ୍ଟିଫିକ୍ରିପୋର୍ଟମଧ୍ୟଗୁରୁତ୍ବପୂର୍ଣ୍ଣଥିଲା।ଏହିମାମଲାରେ୧୧ଜଣସାକ୍ଷୀଓ୧୫ଟିଦସ୍ତାବିଜ୍ଉପସ୍ଥାପନକରାଯାଇଥିଲା।ଗତ୨୪ତାରିଖରେତାଙ୍କୁଦୋଷୀସାବ୍ୟସ୍ତକରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/30/Yez0X6GjZN8ze3Kfder3.jpeg)