ରାଉରକେଲା: ରାଉରକେଲାରୁ ପୁଣି ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଥିବାର ଖବର ମିଳିଛି। ରଘୁନାଥ ପଲ୍ଲୀ ଥାନା ଦେଓଗାଁ ସାରୁଆ ଟୋଲlରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ ହୋଇଛି। ଯେଉଁ ଗାଡ଼ିରୁ ଏହି ବିସ୍ଫୋରକ ଜବତ ହୋଇଛି, ତାର ମାଲିକ ଗିରଫ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ବୋଲି ସୂଚନା ରହିଛି।
ରାଉରକେଲାରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ
ରାଉରକେଲାରୁ ପୁଣି ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଥିବାର ଖବର ମିଳିଛି। ରଘୁନାଥ ପଲ୍ଲୀ ଥାନା ଦେଓଗାଁ ସାରୁଆ ଟୋଲlରୁ ୩୦୦ ପେଟି ମେଗା ପ୍ରାଇମ ବ୍ରାଣ୍ଡ ବିସ୍ପୋରକ ଜବତ ହୋଇଛି।
/sambad/media/media_files/2025/06/03/AdswaXIHksIarwImsnAH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)