କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିନ୍ଧେକେଲା ଗାଁରେ ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ହେଲେ ପଳାସ ବିଶ୍ୱାସ। ସେ ପଶ୍ଚିମବଙ୍ଗରୁ ଆସିଛନ୍ତି।
ସୂଚନା ଅନୁସାରେ ଅନେକ ଦିନ ହେଲା ପଶ୍ଚିମବଙ୍ଗରୁ ଆସିଥିବା ଏହି ନକଲି ଡାକ୍ତର ପଳାସ ବିଶ୍ୱାସ ସ୍ଥାନୀୟ ଜଗନ୍ନାଥ କ୍ଲିନିକ୍ କୁ ଲାଗିଥିବା ଘରରେ ରହି ଡାକ୍ତର ସାଜିଥିଲେ। ତେବେ ଅନେକ ରୋଗୀ ଙ୍କ ଚିକିତ୍ସା ଏବଂ ଔଷଧ ଲେଖି ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/cTvkEx3EI86hlNFhKKYc.jpeg)