ନୂଆପଡ଼ା/ବୋଡେ଼ନ: ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତ କୁଟିଆପଡ଼ା ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ କିଶୋର ମାଝୀକୁ ପୁଲିସ ଗିରଫ କରିଛି। ଆଜି ସକାଳେ ସେ ଜଙ୍ଗଲରେ ଲୁଚିଥିବା ସ୍ଥାନରୁ ଧରି ଥାନା ଆଣି ପଚରାଉଚରା କରୁଛି ବୋଡେନ ପୁଲିସ।
ସୂଚନାଅନୁସାରେ, ବୋଡେ଼ନଥାନାବୋଇରଗାଁପଞ୍ଚାୟତଜଙ୍ଗଲପାହାଡ଼ଘେରାକୁଟିଆପଡ଼ାଗାଁରକିଶୋରମାଝୀଗତ୧୨ବର୍ଷତଳେସେହିଗାଁରଜୟନ୍ତୀମାଝୀଙ୍କୁପ୍ରେମବିବାହକରିଥିଲା।କିଶୋରଓଜୟନ୍ତୀଙ୍କଦୁଇଝିଅକମଳାକାନ୍ତି(୧୦) ଓଲକ୍ଷ୍ମୀକାନ୍ତି (୮) ଓ୧୪ମାସରପୁଅଚନ୍ଦନ।ସ୍ବାମୀଓସ୍ତ୍ରୀକୁଲିମଜୁରୀକରିବାସହବେଳେବେଳେରାଜ୍ୟବାହାରେଦାଦନଖଟିବାକୁଯାଇପରିବାରପ୍ରତିପୋଷଣକରୁଥିଲେ।
ଶ୍ବଶୁରଘରଲୋକଙ୍କୁଯୌତୁକଦାବିକରିକିଶୋରଅନେକସମୟରେସ୍ତ୍ରୀଜୟନ୍ତୀଙ୍କୁମାଡ଼ପିଟକରୁଥିଲା।ଏହିସ୍ବାମୀଓସ୍ତ୍ରୀଙ୍କକଳିଝଗଡ଼ାସମାଧାନକରିବାକୁଉଭୟପରିବାରଲୋକେଉଦ୍ୟମକରିଥିଲେବିସଫଳହୋଇନଥିଲେ।ମଙ୍ଗଳବାରମଧ୍ୟାହ୍ନରେପୁଣିକିଶୋରଓଜୟନ୍ତୀଙ୍କମଧ୍ୟରେଯୌତୁକକୁନେଇଝଗଡ଼ାହୋଇଥିଲା।କିଶୋରସ୍ତ୍ରୀଜୟନ୍ତୀଙ୍କୁମାଡ଼ପିଟବିକରିଥିଲା।ଫଳରେଜୟନ୍ତୀନିଜବାପାଘରକୁଚାଲିଯାଇଥିଲେ।ଘରେକିଶୋରଙ୍କସହପୁଅଝିଅଥିଲେ।ଅପରାହ୍ଣରେକିଶୋରଦୁଇଝିଅଓପୁଅକୁଧରିଗାଁନିକଟଜଙ୍ଗଲକୁଯାଇଥିଲା।ଜଙ୍ଗଲରେଦୁଇଝିଅଓପୁଅକୁହତ୍ୟାକରିବାକୁକିଶୋରଯୋଜନାକରିଥିଲା।ଏହିସମୟରେସାନଝିଅଲକ୍ଷ୍ମୀକାନ୍ତିବାପାଙ୍କଯୋଜନାଜାଣିପାରିକୌଶଳକ୍ରମେଖସିଯାଇଥିଲେ।ପରେବଡ଼ଝିଅକମାଳାକାନ୍ତିଓପୁଅଚନ୍ଦନଙ୍କୁଧରିଜଙ୍ଗଲଭିତରକୁନେଇଥିଲା।ସେଠିଚାଷଜମିଭିତରେପାଣିରେବୁଡାଇ୧୪ମାସରପୁଅକୁକିଶୋରହତ୍ୟାକରିଥିଲା।