ନୂଆଦିଲ୍ଲୀ: ମାଲେସିଆରେ ଏକ ଯୁଦ୍ଧ ବିମାନ ଜଳିଯାଇଥିବାର ଖବର ମିଳିଛି। ଗତକାଲି ରାତି ୯ଟା ୫ ମିନିଟ୍ ସମୟରେ ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏହି ଯୁଦ୍ଧ ବିମାନ  ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା।

Advertisment

ମାଲେସିଆରେ ଏକ ଯୁଦ୍ଧ ବିମାନ ଜଳିଯାଇଥିବାର ଖବର ମିଳିଛି। ଗତକାଲି ରାତି ୯ଟା ୫ ମିନିଟ୍ ସମୟରେ ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏହି ଯୁଦ୍ଧ ବିମାନ  ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା। ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଅଛନ୍ତି। ଉଭୟଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଅଛନ୍ତି। ଉଭୟଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।