ଭୁବନେଶ୍ୱର: ଗତକାଲିବିଳମ୍ବିତରାତିରେଭୁବନେଶ୍ୱର୧ନମ୍ବରହାଟଭୂତଳମାର୍କେଟରେଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି। ମାର୍କେଟବିଲ୍ଡିଂରୁଏକନମ୍ବରହାଟକୁସଂଯୋଗକରୁଥିବାଅଣ୍ଡରଗ୍ରାଉଣ୍ଡରେ ନିଆଁ ଲାଗିଥିଲା। ଅଣ୍ଡରଗ୍ରାଉଣ୍ଡମାର୍କେଟରେଥିବା କପଡା ଦୋକାନରେନିଆଁଲାଗିବାଯୋଗୁଁଆଖପାଖଅଞ୍ଚଳଧୂଆଁମୟହୋଇଯାଇଥିଲା।ଖବରପାଇଅଗ୍ନିଶମବାହିନୀଘଟଣାସ୍ଥଳରେପହଞ୍ଚିଅଣ୍ଡରଗ୍ରାଉଣ୍ଡରେଲାଗିଥିବାନିଆଁକୁଆୟତ୍ତକରିଛନ୍ତି।
ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି ।
ନିଆଁଲିଭାଇବାପାଇଁ୧୦ଟିଦମକଳଗାଡ଼ିନିୟୋଜିତହୋଇଥିଲେ।କେଉଁପରିସ୍ଥିତିରେନିଆଁଲାଗିଲାତାହାରକାରଣସ୍ପଷ୍ଟହୋଇନି।ବର୍ତ୍ତମାନଅଣ୍ଡରଗ୍ରାଉଣ୍ଡମଧ୍ୟରେକେତେଦୋକାନଓଧନସମ୍ପତ୍ତିରକ୍ଷୟକ୍ଷତିହୋଇଛିତାହାରକୌଣସିଆକଳନହୋଇନାହିଁ।ଘଟଣାସ୍ଥଳରେକ୍ୟାପିଟାଲଥାନାପୁଲିସମଧ୍ୟମୁତୟନହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/01/iAlr0HStO7ZOlNfEH5rw.webp)