କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡାରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର କପଡା ପୋଡ଼ି ପାଉଁଶ ହୋଇଯାଇଛି। କୁଚିଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା କ୍ବାଲିଟି ଦୋକାନରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଏହାଫଳରେ କୋଟି କୋଟି ଟଙ୍କାର କପଡା ନଷ୍ଟ ହୋଇଛି।
ଖବର ପାଇ କୁଚିଣ୍ଡା, ଜମନକିରା, କୁଲାବିରା ଓ ଝାରସୁଗୁଡ଼ା ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ଚେଷ୍ଟା ଜାରି ରଖିଛନ୍ତି। ୫ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଛି।
fire
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/LxHdmzDfH1RJIUIPiU2p.jpg)