ନୂଆଦିଲ୍ଲୀ: ହରିୟାଣାଜମ୍ମୁକଶ୍ମୀରରେହୋଇଥିବାନିର୍ବାଚନରଭୋଟଗଣତି ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି।ଏଥିରେ ହରିୟାଣାକଂଗ୍ରେସ ଆଗରେ ରହିଛି। ଅପରପକ୍ଷରେ ଜମ୍ମୁକଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି।ସକାଳ୮ଟାରୁଭୋଟଗଣତିଆରମ୍ଭହୋଇଥିଲା

Advertisment

ଉଲ୍ଲେଖଯୋଗ୍ୟଯେଅକ୍ଟୋବରତାରିଖରେହରିୟାଣାରେଗୋଟିଏପର୍ଯ୍ୟାୟରେଭୋଟ୍ଗ୍ରହଣହୋଇଥିଲାଅନ୍ୟପକ୍ଷେଜମ୍ମୁକଶ୍ମୀରରେସେପ୍ଟେମ୍ବର୧୮, ସେପ୍ଟେମ୍ବର୨୫ଏବଂଅକ୍ଟୋବରତାରିଖରେତିନିଟିପର୍ଯ୍ୟାୟରେଭୋଟ୍ଗ୍ରହଣହୋଇଥିଲାଜମ୍ମୁ-କଶ୍ମୀରରୁଧାରା୩୭୦ଉଚ୍ଛେଦହେବାପରେପ୍ରଥମଥରପାଇଁସେଠାରେବିଧାନସଭାନିର୍ବାଚନହୋଇଛି