ଜଗତସିଂହପୁର: ଜଗତସିଂହପୁର- ନାଉଗାଁ ରାସ୍ତାର ପଲ୍ଲୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା। ଏଣେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବାଲୁଭଉଁରୀ - ନାଉଗାଁ ରାସ୍ତା ଅବରୋଧ କରିଛନ୍ତି।
ହାଇୱା ଧକ୍କାରେ ଜଣେ ମାଛ ବେପାରୀଙ୍କ ଜୀବନହାନି ଘଟିଛି। ମୃତକ ହେଲେ ରତନ ବେହେରା। ଏଣେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବାଲୁଭଉଁରୀ - ନାଉଗାଁ ରାସ୍ତା ଅବରୋଧ କରିଛନ୍ତି।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ହାଇୱାଟି ଫେରାର ମାରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/01/XpAVsxB0I0DS5SFVUHph.jpg)