କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ। ମୃତକ ହେଲେ ରୁପେଶଛତ୍ରିଆ। ଗତକାଲି ଗୁରୁତର ଅବସ୍ଥାରେବଲାଙ୍ଗୀରଭୀମଭୋଇମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପାରାଫରେଷ୍ଟରପ୍ରଶାନ୍ତନାୟକଓସହ ବନକର୍ମଚାରୀରୁପେଶଛତ୍ରିଆଗୁରତରଥିଲେ।ଏମାନଙ୍କୁପ୍ରଥମେତୁରେକେଲାଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେପ୍ରାଥମିକଚିକିତ୍ସାପରେବଲାଙ୍ଗୀରଭୀମଭୋଇମେଡିକାଲକୁସ୍ଥାନାନ୍ତରିତକରାଯାଇଥିଲା।
ଜଙ୍ଗଲଓବନ୍ୟପ୍ରାଣୀଙ୍କସୁରକ୍ଷାପାଇଁସରକାରଓପ୍ରଶାସନଉଦ୍ୟମଜାରିରଖିଛନ୍ତି।ଏଥିପାଇଁହଜାରହଜାରକୋଟିଟଙ୍କାଖର୍ଚ୍ଚହେଉଛି।ଏହାସତ୍ତ୍ବେଜଙ୍ଗଲରକଳେବରବଢୁନାହିଁକିବନ୍ୟଜନ୍ତୁମାନେସୁରକ୍ଷିତନାହାନ୍ତି।ଜଙ୍ଗଲରଜନ୍ତୁମାନେବାଧ୍ୟହୋଇଗାଁଅଭିମୁଖେଆସୁଛନ୍ତି।ହାତୀଓମନୁଷ୍ୟମଧ୍ୟରେଏକପ୍ରକାରଅଘୋଷିତଜାରିରହିଛିକହିଲେକିଛିଅତ୍ୟୁକ୍ତିହେବନାହିଁ।କେତେବେଳେହାତୀଆକ୍ରମଣରେମନୁଷ୍ୟରଜୀବନଯାଉଛିଅନେକସମୟରେଗଜରାଜରମୃତଦେହଠାବହେଉଛି।ବଲାଙ୍ଗୀରଜିଲ୍ଲାକଣ୍ଟାବାଞ୍ଚିରେଞ୍ଜଢୋଲମାନ୍ଦରସେକ୍ସନବାନ୍ଧନପାଲୀଗାଁନିକଟରେହାତୀଆକ୍ରମଣରେ୩ଜଣଆହତହୋଇଥିଲେ।ଆହତମାନଙ୍କମଧ୍ୟରୁ୨ଜଣଙ୍କରଅବସ୍ଥାସଙ୍କଟାପନ୍ନରହିଥିଲା।
ସୂଚନାଅନୁସାରେକଣ୍ଟାବାଞ୍ଜିରେଞ୍ଜଢୋଲମାନ୍ଦଲସେକ୍ସନବାନ୍ଧନପାଲୀଗାଁନିକଟରେଗୋଟିଏହାତୀକିଛିଦିନହେଲାଆତଙ୍କକରୁଛି।ଗାଁଲୋକେହାତୀଘଉଡ଼ାଇବାକୁଯାଇନୟାନ୍ତହୋଇସାରିଛନ୍ତି।ଜଙ୍ଗଲରେହାତୀଥିବାନେଇବନବିଭାଗସୂଚନାପାଇଥିଲେ।ବନବିଭାଗରପାରାସ୍କ୍ବାର୍ଡପ୍ରଶାନ୍ତନାଏକ, ଗଜସାଥୀରୂପେଶଛତ୍ରିଆଓଡବ୍ଲ୍ୟୁସ୍କ୍ବାର୍ଡତାରେଶ୍ବରରଣାଙ୍କସମେତଅନ୍ୟମାନେହାତୀଘଉଡ଼ାଇବାକୁଯାଇଥିଲେ।
ତେବେଏହିତିନିଜଣହାତୀଆକ୍ରମଣରଶିକାରହୋଇଥିଲେ।ପାରାଫରେଷ୍ଟରପ୍ରଶାନ୍ତନାୟକଓସହ ବନକର୍ମଚାରୀରୁପେଶଛତ୍ରିଆଗୁରତରଥିଲେ।ଏମାନଙ୍କୁପ୍ରଥମେତୁରେକେଲାଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେପ୍ରାଥମିକଚିକିତ୍ସାପରେବଲାଙ୍ଗୀରଭୀମଭୋଇମେଡିକାଲକୁସ୍ଥାନାନ୍ତରିତକରାଯାଇଥିଲା।