ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଜଣେ ମହିଳା ନକ୍ସଲ ସମେତ ୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ଏସପି କିରଣ ଚୌହାନ ସମେତ ସିଆରପିଏଫ କମାଣ୍ଡଣ୍ଟଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି। ପିଏଲଟିଏ ବାଟାଲିୟନର ଚିଫ୍ ବାରସେ ଦେବାଙ୍କ ଫାଇ ବାରସେ ସନ୍ନା ଆତ୍ମସମର୍ପଣ କରିଛି।
ସମସ୍ତ ନକ୍ସଲ ପିଏଲଜିଏ ସଦସ୍ୟ ଥିଲେ। ଦୁଇ ଜଣଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ହୋଇଥିଲା।
ସମସ୍ତ ନକ୍ସଲ ପିଏଲଜିଏ ସଦସ୍ୟ ଥିଲେ। ଦୁଇ ଜଣଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ନାମରେ ୨ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ହୋଇଥିଲା। ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ତାଲିମ ପ୍ରଦାନ କରାଯାଇ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
Naxal | Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/04/04/mkg-4-naxal-surrender-271484.jpg)