ଭୁବନେଶ୍ବର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତା ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ।
ମୃତା ହେଲେ +୨ ଦ୍ୱିତୀୟ ବର୍ଷର ଛାତ୍ରୀ ଉତ୍କଳିକା ସ୍ୱାଇଁ।ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ୩ ଜଣିଆ ରୁମ୍ ହଷ୍ଟେଲରେ ସେ ରହୁଥିଲେ। କେହି ନଥିବା ବେଳେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ କେଉଁ କାରଣରୁ ଛାତ୍ରୀଜଣକ ଜୀବନ ହାରିଛନ୍ତି, ତାହା ଜଣାପଡ଼ିନାହିଁ।
ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ୩ ଜଣିଆ ରୁମ୍ ହଷ୍ଟେଲରେ ସେ ରହୁଥିଲେ। କେହି ନଥିବା ବେଳେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ କେଉଁ କାରଣରୁ ଛାତ୍ରୀଜଣକ ଜୀବନ ହାରିଛନ୍ତି, ତାହା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/01/13/GE4EOFiLrFQtGZVGFT4T.jpg)