ଖଲ୍ଲିକୋଟ: ଚିତି ସାପ କାମୁଡ଼ାରେ ଆଈ ମୃତ, ନାବାଳିକା ନାତୁଣୀ ଗୁରୁତର। ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତ ବାଉଁଶିଆ ନୂଆଁପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତା ହେଲେ ରଜନୀ ଦାସ। ନାବାଳିକା ନାତୁଣୀ ସୋନାଲି ଦାସ ଗୁରୁତର ହୋଇ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି।
ଚିତି ସାପ କାମୁଡ଼ାରେ ଆଈ ମୃତ, ନାବାଳିକା ନାତୁଣୀ ଗୁରୁତର। ଖଲ୍ଲିକୋଟ ବ୍ଲକ ଚିକିଲି ପଞ୍ଚାୟତ ବାଉଁଶିଆ ନୂଆଁପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତା ହେଲେ ରଜନୀ ଦାସ। ନାବାଳିକା ନାତୁଣୀ ସୋନାଲି ଦାସ ଗୁରୁତର ହୋଇ ଏମକେସିଜିରେ ଚିକିତ୍ସିତ ହେଉଛନ୍ତି।
ଉଭୟେ ରାତିରେ ଘରେ ଶୋଇଥିବା ବେଳେ ଚିତି ସାପ କାମୁଡ଼ିଦେଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/07/14/mkcg-3-2025-07-14-09-17-50.jpg)