ବାଲେଶ୍ବର:  ବାଲେଶ୍ବର ରିଜର୍ଭ ପୁଲିସ ବାରାକରେ ଅଘଟଣ। ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ଯଶୋଦା ଦାସ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ କରୁଥିବା ସୂଚନା ଦେଇଛି।

Advertisment

death