ଭୁବନେଶ୍ଵର: ରାଜଧାନୀର ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ । ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।
ପୋଖରୀପୁଟ ମଧୁସୂଦନ ପାର୍କ ନିକଟରେ ଏକ ଗଛରେ ଝୁଲନ୍ତା ଶବ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ବେକରେ ଦଉଡ଼ି ଦେଇ ଝୁଲି ପଡ଼ିଛନ୍ତି। ଏଯାଏ ମୃତକଙ୍କର ପରିଚୟ ଜଣା ପଡ଼ିନାହିଁ । ତେବେ ତାଙ୍କ ବୟସ ପାଖାପାଖି ୩୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
death