ଯାଜପୁର: ଟ୍ରକ୍ ଓଲଟି ଜଣେ ମୃତ। ବ୍ରିଜ଼ କାମ ପାଇଁ ଛଡ଼ ନେଇ ଯାଉଥିବା ବେଳେ ନଦୀବନ୍ଧରେ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଟ୍ରକର ହେଲପର ବୋଲି କୁହାଯାଉଛି।
ବ୍ରିଜ଼ କାମ ପାଇଁ ଛଡ଼ ନେଇ ଯାଉଥିବା ବେଳେ ନଦୀବନ୍ଧରେ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଟ୍ରକର ହେଲପର ବୋଲି କୁହାଯାଉଛି। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଭଅରା ଗ୍ରାମ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଟ୍ରକ ଚକା ତଳେ ଚାପି ହୋଇଥିବା ଜଣାଯାଇଛି।
ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଭଅରା ଗ୍ରାମ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ଟ୍ରକ ଚକା ତଳେ ଚାପି ହୋଇଥିବା ଜଣାଯାଇଛି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/04/30/kFzwNDmZnaJYAMGtld3h.jpg)