କୋରାପୁଟ: କୋରାପୁଟ ଜିଲ୍ଲାର ଦୁଇଟି ସ୍ଥାନରେ ହଟ୍ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ ହୋଇଥିବା ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଇଂ ଶୁଭକାନ୍ତ ବାରିକ କହିଛନ୍ତି। ବୁଧବାର ଡେଙ୍ଗା ଜାନୀଗୁଡା ଏବଂ ଆଜି କୋରାପୁଟସ୍ଥିତ ଓଏସ୍ଏପି ପଡ଼ିଆ ଠାରୁ ହଟ ଏୟାର ବେଲୁନିଂ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳତା ମିଳିଥିବା ସେ କହିଛନ୍ତି।
/sambad/media/media_files/2025/02/27/kpt-hot-air-ballon1-332514.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/02/27/kpt-hot-air-ballon-371081.jpg)