କାଲିମେଳା: ମାଲକାନଗିରିଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ୧୧ଟା ଭିତରେ ଘଟିଛି ଏହି ହତ୍ୟାକାଣ୍ଡ | ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି | କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ |
ସ୍ତ୍ରୀକୁ ଅତି ବୀଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ୧୧ଟା ଭିତରେ ଘଟିଛି ଏହି ହତ୍ୟାକାଣ୍ଡ | ହତ୍ୟାକାରୀ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି | ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା |
ସୂଚନା ଯୋଗ୍ୟ ଯେ ସ୍ୱାମୀ ନୀତେନ ବିଶ୍ୱାସ କାଲିମେଳା ବଜାର ମଧ୍ୟରେ ଥିବା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା | କୋରାପୁଟରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଲା ପରେ ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2022/03/kalimela-ps-300x172.jpg)