ବିନିକା: ସୁବର୍ଣ୍ଣପୁରଜିଲ୍ଲା ବିନିକା ପୁଲିସକୁ ବଡ଼ ସଫଳତା I ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଦେଇ ସମ୍ବଲପୁର ପଟରୁ ପଶ୍ଚିମବଙ୍ଗକୁ ଦୁଇଟି ୧୬ ଚକିଆ ଟ୍ରକରେ ୮୦ ଗୋରୁ ଚାଲାଣ ହେଉଥିଲା I ହେଲେ ଖବର ପାଇ ମହାନଦୀ ବ୍ରିଜରୁ ଏଇ ଦୁଇଟି ଯାକ ଟ୍ରକକୁ ବିନିକା ପୁଲିସ ପିଛାକରି ଉଲୁଣ୍ଡା ଥାନା ସିଣ୍ଡୋଲରେ ଟ୍ରକକୁ ଅଟକାଇଥିବା ବେଳେ ଗାଡ଼ି ଛାଡ଼ି ଜଣେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ ଜଣେ ଟ୍ରକ ଡ଼୍ରାଇଭରକୁ ପୁଲିସ ଗିରଫ କରିଛିI
ଏପଟେ ଗୋରୁମାନଙ୍କୁ ବିନିକା ଥାନା ପିତେଇପାଲି ଗଜବନ୍ଧ କାମଧେନୁ ଗୋ ସେବାଶ୍ରମରେ ଉଦ୍ଧାର କରି ଛାଡ଼ିଛି ପୁଲିସ I ଏନେଇ ସୂଚନା ଦେଇଛନ୍ତି ବିନିକା ଥାନା ଏଏସଆଇ ଅନୀଲ ବେହେରା ସୂଚନା ଦେଇଛନ୍ତି।
/sambad/media/media_files/2024/12/04/jp1MEdo9pUkETMZI02CM.jpg)
ଏପଟେ ଗୋରୁମାନଙ୍କୁ ବିନିକା ଥାନା ପିତେଇପାଲି ଗଜବନ୍ଧ କାମଧେନୁ ଗୋ ସେବାଶ୍ରମରେ ଉଦ୍ଧାର କରି ଛାଡ଼ିଛି ପୁଲିସ I ଏନେଇ ସୂଚନା ଦେଇଛନ୍ତି ବିନିକା ଥାନା ଏଏସଆଇ ଅନୀଲ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/12/04/qEDQehhOhv8B31vCxefI.png)