ଭୁବନେଶ୍ୱର: କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକଡକ୍ଟର ସନ୍ଦୀପମିଶ୍ର ଆଉ ନାହାନ୍ତି। ଆଜି ସକାଳେ ରାଜଧାନୀ ସ୍ଥିତ ତାଙ୍କରମୃତଦେହଉଦ୍ଧାରକରାଯାଇଛି।ତାଙ୍କ ମୃତଦେହକୁବ୍ୟବଚ୍ଛେଦପାଇଁକ୍ୟାପିଟାଲହସପିଟାଲରେଭର୍ତ୍ତିକରାଯାଇଛି।ବୈଜ୍ଞାନିକସନ୍ଦୀପମିଶ୍ରଆତ୍ମହତ୍ୟାକରିଥିବାସନ୍ଦେହକରାଯାଉଥିବା ବେଳେ ଏହାପଛର କାରଣ ସ୍ପଷ୍ଟ ହୋଇନାହିଁ। ଏନେଇ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିନାହିଁ।
ଘରୁ ଉଦ୍ଧାର ହେଲା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ରଙ୍କ ମୃତଦେହ
କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଚର୍ଚ୍ଚାରେ ଥିବା ଆଇଏଲଏସ୍ ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆଉ ନାହାନ୍ତି। ଆଜି ସକାଳେ ରାଜଧାନୀ ସ୍ଥିତ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
/sambad/media/media_files/MGPe5D8uHY7Tuwi9OBLR.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)